Browsing Tag

m.rampur news

ଆଶା ସଂଘ ମନ୍ତବ୍ୟକୁ ବିରୋଧ କଲା ଅଙ୍ଗନୱାଡ଼ି ସଂଘ : ଯଦି ତିନିଦିନ ମଧ୍ୟରେ କ୍ଷମା ନ ମାଗନ୍ତି ତେବେ ବିକ୍ଷୋଭ ଚେତାବନୀ

ମ.ରାମପୁର, (ହେମନ୍ତ ସାହୁ) : ଗତ ଦୁଇ ଦିନ ତଳେ ଆଶା କର୍ମୀ ସଂଘ ତରଫରୁ ନିଜର କିଛି ଦାବୀକୁ ନେଇ ବିକ୍ଷୋଭ ତଥା ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ ସମୟରେ ଜଣେ ଆଶା କର୍ମୀ କରୋନା କାଳରେ ନିଜର କାର୍ଯ୍ୟ ସଂପର୍କରେ କହିବାକୁ ଯାଇ ଅଙ୍ଗନୱାଡ଼ି କର୍ମୀମାନେ କରୋନା ସମୟରେ କିଛି କରିନାହାନ୍ତି
Read More...

ମା’ଲକ୍ଷ୍ମୀଙ୍କ ମନ୍ଦିର ପାଇଁ ଭୂମିପୂଜନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ମା' ଲକ୍ଷ୍ମୀଙ୍କର ଏକ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକିଛି ବର୍ଷ ହେଲା ଅସ୍ଥାୟୀ ମଣ୍ଡପ କରି ପ୍ରତିବର୍ଷ ମା'ଙ୍କ ପୂଜାକାର୍ଯ୍ୟ ଚାଲି ଆସୁଥିବା ବେଳେ ସଂପ୍ରତି
Read More...

ମ.ରାମପୁରକୁ ରାଜସ୍ୱ ମାନ୍ୟତା ପ୍ରସଙ୍ଗ : ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲା ମିଳିତ କ୍ରିୟାନୁଷ୍ଠାନ କମିଟି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗରେ ଗତ ୬ ତାରିଖରେ ମ.ରାମପୁରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ଡ଼ାକରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ସଫଳ ହେବା ପରେ ମିଳିତ
Read More...

ସାରେଙ୍ଗପଡ଼ାରେ ବିଦ୍ୟାଳୟ ବନ୍ଦ ପରେ କୈବଲ୍ୟ ଏଡ଼ୁକେସନ୍ ଫାଉଣ୍ଡେସନ୍ ଖୋଲିଲା ପାଠାଗାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ଇଲାକା ସାରେଙ୍ଗପଡ଼ାଠାରେ ଛାତ୍ରଛାତ୍ରୀ କମ୍ ଥିବା ଦର୍ଶାଇ ବିଦ୍ୟାଳୟକୁ ଅନ୍ୟତ୍ର ମିଶାଇ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଏହି ଗାଁରେ ଉପଯୁକ୍ତ ଛାତ୍ରଛାତ୍ରୀ ରହିଥିବା ଏକ କ୍ଷେତ୍ର ସର୍ଭେରେ ଜଣାଯିବା ପରେ
Read More...

ଅମର ଅସଲମ୍ କାର୍ଯ୍ୟକ୍ରମ : ମ.ରାମପୁର ପ୍ରେସ୍ କ୍ଲବ୍ ତରଫରୁ ଅସଲମଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ମ.ରାମପୁର, (ହେମନ୍ତ ସାହୁ) : ସାମ୍ବାଦିକ ଜଗତର ଜଣେ ନିର୍ଭିକ ସାମ୍ବାଦିକଙ୍କୁ ହରାଇଲୁ ଆମେ । ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ତଥା ଅସହାୟଙ୍କ ସ୍ୱର ପାଲଟି ଥିବା ସ୍ୱଗର୍ତ ମହମ୍ମଦ ଅସଲମଙ୍କ ବିୟୋଗରେ ମ.ରାମପୁର ପ୍ରେସ କ୍ଲବ ତରଫରୁ ଆୟୋଜିତ ଅମର ଅସଲମ କାର୍ଯ୍ୟକ୍ରମରେ ଅତିଥିମାନେ
Read More...

ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ

ଲୁବେନଗଡ଼ରେ ପାଳିତ ହେଲା ରେଣ୍ଡୋ ମାଝୀଙ୍କ ୧୬୬ ତମ ସହିଦ ଦିବସ ମ.ରାମପୁର, (ହେମନ୍ତ ସାହୁ) : ବ୍ରିଟିଶ ବିରୁଦ୍ଧରେ ପ୍ରଥମ ପ୍ରତିରୋଧର ସ୍ୱର ଉତ୍ତୋଳନ କରିବାରେ ରେଣ୍ଡୋ ମାଝୀ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ । ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକର ଲୁବେନଗଡ଼ ଅଂଚଳରେ
Read More...

ଭାରତୀୟଙ୍କ ଛାତିରେ ଜାଗା କରିଗଲେ ସେନା ମୁଖ୍ୟ

ମ.ରାମପୁର, (ହେମନ୍ତ ସାହୁ) : ବିମାନ ଦୁର୍ଘଟଣାରେ ପରଲୋକ ପ୍ରାପ୍ତି ହୋଇଥିବା ସେନା ମୁଖ୍ୟ ସବୁ ଭାରତୀୟଙ୍କ ଛାତିରେ ଘର କରିଗଲେ । ତାଙ୍କରି ଏବଂ ଅନ୍ୟ ମାନଙ୍କ ଓ ଦୁଃଖଦ ପରଲୋକ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଆଜି କଳାହାଣ୍ଡିର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଆୟୋଜିତ
Read More...

ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଂଟ : କନ୍ତେଶିର ଓ ମ.ରାମପୁର(ଖ) ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ପଡ଼ିଆଠାରେ ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଂଟ ଚାଲୁଥିବା ବେଳେ ଆଜିର ପ୍ରଥମ ମ୍ୟାଚ୍‌ ତଳସାଗରପଡ଼ା ଓ କନ୍ତେଶିର ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା
Read More...

‘ଅ’ ପତ୍ରିକାର ସାରସ୍ୱତ ସମାରୋହ

ମ.ରାମପୁର, (ହେମନ୍ତ ସାହୁ) : ରବିବାର ଦିନ ଗୁଗୁଲ ମିଟ ମାଧ୍ୟମରେ 'ଅ'ପତ୍ରିକାର ଉନ୍ମୋଚିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଦେବକୀ ସରାଫ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସତ୍ୟନାରାୟଣ ମହାପାତ୍ର ମୁଖ୍ୟ ଅତିଥି ରୂପରେ କଳାହାଣ୍ଡିର
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ଆଜି ଚାଲିଛି ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ମ.ରାମପୁରରେ ବାରଘଂଟିଆ ବନ୍ଦ କାର୍ଯ୍ୟକ୍ରମ ଚାଲିଛି । ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ
Read More...