Browsing Tag

m.rampur news

ପିପଲପଡ଼ା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଡମ କର୍ଲାଖୁଣ୍ଟା ଚାମ୍ପିଅନ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ପିପଲପଡ଼ାଠାରେ କ୍ରିକେଟ୍ କ୍ଲବ ତରଫରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ । ୧୦ ଓଭର ବିଶିଷ୍ଟ ମ୍ୟାଚ ଖେଳା ଯାଇଥିଲା । ଫାଇନାଲରେ ଡମ କର୍ଲାଖୁଣ୍ଟା ଓ ପିପଲପଡ଼ା ମଧ୍ୟରେ ଖେଳା ଯାଇଥିଲା ପ୍ରଥମେ ପିପଲପଡ଼ା ଦଳ ଟସ୍ ଜିତି ବ୍ୟାଟିଂ
Read More...

୫ଟି ଯୋଜନାରେ ସାମିଲ ହେଲା ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଲୁବେନଗଡ ପଞ୍ଚାୟତର ଲୁବେନଗଡ଼ ସେବାଶ୍ରମ ଓ ମୋହନଗିରି ଗ୍ରାମ ପଞ୍ଚାୟତର ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ଟି ଚତୁର୍ଥ ପର୍ଯ୍ୟାୟରେ ସାମିଲ୍ ହୋଇଛି । ଏନେଇ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଡ଼ିଓ
Read More...

ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର କନ୍ଧସରାବାହାଲି ଗ୍ରାମରେ ଆଜି ବଜ୍ରାଘାତରେ ତିନି ଗୋରୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଆଜି ଦିନ ପ୍ରାୟ ଦୁଇଟା ସମୟରେ ହୋଇଥିବା ବଜ୍ରାଘାତରେ ଗୋଟିଏ ଗାଈ ଏବଂ ଦୁଇ ପଟ ବଡ଼
Read More...

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକର କୁଶୁରଲା କଲୋନୀପଡ଼ାର ଚାଷୀ ୬୦ ବର୍ଷୀୟ ବୃଦ୍ଧ ମହିଚନ୍ଦ୍ର ନାଗ ନିଜ ଚାଷ ଜମିରୁ ଅପରାହ୍ଣରେ ଜାଲେଣି କାଠ ସଂଗ୍ରହ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ପରେ ୧୦୮ଆମ୍ବୁଲାନସକୁ ଫୋନ୍ କରି ଏମ୍‌.ରାମପୁର
Read More...

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଦ୍‌ଗତି ପାଇଁ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ସେବା ଜଗତ ତରଫରୁ ଘଟିଥିବା ଦୁଃଖଦାୟକ ଟ୍ରେନ ଦୁର୍ଘଟଣାରେ ଜୀବନ ହାରିଥିବା ଲୋକମାନଙ୍କ ସ୍ମରଣରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବୁରାଟ ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ
Read More...

ଏମ୍‌.ରାମପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଆଜି ଏମ୍‌. ରାମପୁର ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ଵଜିତ
Read More...

ବିଳମ୍ବିତ ରାତିରେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି : ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ୱାର୍ଡ ନମ୍ବର ୯ କଲେଜ୍ ରୋଡ ସ୍ଥିତ ରହୁଥିବା ଶିଳ୍ପ ଉଦ୍ୟୋଗୀ ସୁବାଷ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ରାତି ପ୍ରାୟ ୨ଟା ସମୟରେ ୮/୯ ଜଣ ଦୃର୍ବୁତ୍ତ ଘର ଭିତରକୁ ପଶି ମାରଣାସ୍ତ୍ର
Read More...

ବିଜେପିର ମଣ୍ଡଳସ୍ତରୀୟ ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ମଣ୍ଡଳସ୍ତରୀୟ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନର ଉପଲବ୍ଧିକୁ ନେଇ ମଇ ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ବିଜେପି
Read More...

ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ବିଜେ ଶ୍ରୀ ଶ୍ରୀ ରାମେଶ୍ୱରଙ୍କର ବିବାହ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିବ ମନ୍ଦିରଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ପରିକ୍ରମାରେ ବିଭିନ୍ନ ସାଂସ୍କୃତିକ ଦଳ, ଲୋକ ନୃତ୍ୟ, ଲୋକ ବାଦ୍ୟ ସାମିଲ
Read More...

ଆସନ୍ତା ୧୯ ତାରିଖ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସଂପାଦକଙ୍କ ମ.ରାମପୁର ଗସ୍ତ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା କାଲି ୫ଟି ସଚିବ ଭି. କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ଆଖି ଆଗରେ ରଖି ବିଜେଡ଼ି ଦଳ ଜୋର୍‌ଦାର୍‌ ପ୍ରସ୍ତୁତି ଚଲାଇଛି । ସେହି
Read More...