ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅକ୍ସଫାମ୍ ଇଣ୍ଡିଆର ସଚେତନତା ସଭା
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ସୀମାନ୍ତବର୍ତ୍ତୀ ଗ୍ରାମ ପଞ୍ଚାୟତ ମୋହନଗିରି ସ୍ଥିତ ଧବଳେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଲିଙ୍ଗଗତ ବିଭେଦ ସଚେତନତା ଶିବିର ଅକ୍ସଫାମ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଆଶିଷ କୁମାର!-->…
Read More...
Read More...