Browsing Tag

loisingha news

୬ ବର୍ଷ ହେଲା ବୃତ୍ତି ପାଇନାହାନ୍ତି ଛାତ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ଗତ ୨୦୧୪-୧୫ ଶିକ୍ଷାବର୍ଷରୁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବୃତ୍ତି ବାବଦ ଅର୍ଥରାଶି ପାଇବାରୁ ଜନୈକ ଛାତ୍ର ବଂଚିତ ରହିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ହେଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନ ପୁଇଁନ୍ତଲା ବ୍ଲକ
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଲୋଇସିଂହା ଥାନା ନୁନିଆପାଲି ଗ୍ରାମର ହେମନ୍ତ ସାହୁ(୪୫) ଆଜି ସକାଳେ ନିଜ ଜମିକୁ ଯାଇଥିବା ବେଳେ ଏକ ବଣୁଆ ହାତୀ
Read More...

ସାନଭାଇ ଆକ୍ରମଣରେ ବଡ଼ଭାଇ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅଧିନ କୁଶମେଲ ଗ୍ରାମରେ ସାନ ଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । କୁଶମେଲ ଗ୍ରାମର ଚନ୍ଦ୍ରଶେଖର କରଚେଲ ଓ ନିରଜ କରଚେଲ ଦୁଇ ଭାଇ । ଗତ କିଛିଦିନ ହେଲା ସମ୍ପତ୍ତି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା
Read More...

ସମାଜସେବୀ ତୀର୍ଥରାଜ ନାଏକଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ସାଲେଭଟା ନିବାସୀ ତୀର୍ଥରାଜ ନାଏକଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ଏକାନ୍ତ ଅନୁଗତ ଓ ଘନିଷ୍ଠ ବ୍ୟକ୍ତି ତଥା ଜଣେ ସମାଜସେବୀ ଭାବେ ସୁପରିଚିତ ଥିଲେ । ସେ ନିଜ ଜୀବଦ୍ଦଶାରେ ପୂର୍ବତନ
Read More...

କରୋନା ସଂକ୍ରମଣରେ ନବ ବିବାହିତଙ୍କ ମୃତ୍ୟୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡ। ଗ୍ରାମର ମହାଦେବ ପଧାନଙ୍କ ଏକମାତ୍ର ପୁଅ ରାଜୀବ(୩୦)ଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଗତ ମାସ ୨୯ ତାରିଖରେ ରାଜୀବ ଜ୍ବରରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା କ୍ରମଶଃ ଗୁରୁତର ହେବାରୁ ତାଙ୍କୁ
Read More...

ଅଙ୍ଗନବାଡି କେନ୍ଦ୍ର ମୁଖ୍ୟ ଫାଟକରେ ଗେଟ୍‌ ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ମୂର୍ଷୁଣ୍ଢି ପଂଚାୟତ ଅଧିନ ହରଭଙ୍ଗା ଗ୍ରାମ ଅଙ୍ଗନବାଡି କେନ୍ଦ୍ରର ମୁଖ୍ୟ ଫାଟକରେ ଗେଟ ଲାଗି ନ ଥିବାରୁ ପ୍ରାକ ବିଦ୍ୟାଳୟ ଶିଶୁଗଣ ଅସୁରକ୍ଷିତ ଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ପାଚେରୀ ନିର୍ମାଣ ସରିଥିଲେ ମଧ୍ୟ ଗେଟ
Read More...

କରୋନାରେ ଚାଲିଗଲେ ହୀରାପୁର ସରପଞ୍ଚଙ୍କ ସ୍ୱାମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତର ସରପଞ୍ଚ ରୀନା ବିଶିଙ୍କ ସ୍ୱାମୀ ଗୋପୀନାଥ ବିଶି(୫୦)ଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାତିରେ ହଠାତ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଲୋଇସିଂହା
Read More...

୧୩୪ ଜଣଙ୍କୁ ଭତ୍ତା ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ କୁସମେଲ ପଞ୍ଚାୟତରେ ସମିତି ସଭ୍ୟା ଜ୍ୟୋତ୍ସାମୟୀ ନାଗ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଦଳେଇଙ୍କ ଉପସ୍ଥିତରେ କରୋନା କଟକଣାକୁ ପାଳନ କରି ୧୩୪ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ଓ କରୋନା
Read More...

ଖଇର କାଠ ବୋଝେଇ ଗାଡି ଜବତ, ଜଣେ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧଉରାଦାଦର ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୫୦ ଟନ ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଚଢ଼ାଉ କରି କାଠ ବୋଝେଇ ଏକ ୪୦୭ ଗାଡିକୁ ଜବତ କରିଛି । ଏଥିସହିତ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଡୁଙ୍ଗୁରିପାଲି ଥାନା
Read More...

ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ସୋମବାର ସନ୍ଧ୍ୟା ୭ଟାରେ ଲୋଇସିଂହା ବ୍ଲକ ଘୁଙ୍ଗି-ଗେର୍ଡି ରାସ୍ତାରେ ଏକ ପିକ୍‌ଅପ୍‌ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ସମେତ ଗାଡ଼ିରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମତେ, ପାଟଣାଗଡ଼ ବ୍ଲକ ବେହେରାବନ୍ଧ ଠାରୁ
Read More...