ବାର୍ହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଜଣେ ଗୁରୁତର, ଜଣେ ନିଖୋଜ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବନାଞ୍ଚଳରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଜୁଳି ତାର ଫାଶରେ ପଡି ଜଣେ ଗୁରୁତର ଥିବାବେଳେ ଆଉ ଜଣେ ନିଖୋଜ ଥିବା ଜଣାଯାଇଛି । ସମ୍ପର୍କରେ ଉଭୟେ ଶଳା ଭିଣୋଇ ଅଟନ୍ତି । ଏହି ଥାନା ଅଧୀନ ସାନଟିକା ଗ୍ରାମର ପବନ ସୁନାଙ୍କ ପୁଅ ବିକାଶ ଓ ତାଙ୍କ!-->…
Read More...
Read More...