ହାତୀ ଆକ୍ରମଣରେ ଜଣେ ଗୁରୁତର
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଲୋଇସିଂହା ଥାନା ନୁନିଆପାଲି ଗ୍ରାମର ହେମନ୍ତ ସାହୁ(୪୫) ଆଜି ସକାଳେ ନିଜ ଜମିକୁ ଯାଇଥିବା ବେଳେ ଏକ ବଣୁଆ ହାତୀ!-->…
Read More...
Read More...