Browsing Tag

loisingha news

ଲୋଇସିଂହାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ବିଇଓ ସୁଶ୍ରୀ ରୀନାକୁମାରୀ ବେହେରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉତ୍ସବର ଶୁଭାରମ୍ଭ କରିଥିଲେ । ଏବିଇଓ ବ୍ୟାସଦେବ
Read More...

ଆଧାର କାର୍ଡ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ ବାଦୀବାହାଲ ଗ୍ରାମପଞ୍ଚାୟତରେ ଆଧାର କାର୍ଡ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖାପାଖ ଅଞ୍ଚଳ ଖଗସାକନା ଗୋପଲପୁର, ବାଦୀବାହାଲ, ଅଗଲାପାଲି, ଯୋଗୀସର୍ଡା, ରାନୀସର୍ଡା,
Read More...

ଦୀର୍ଘ ୮ ବର୍ଷହେବ ଜଳୁନି ହାଇମାଷ୍ଟ ଲାଇଟ : କିନ୍ତୁ ବିଜୁଳି ବିଲ୍ କଟା ଚାଲିଛି

ଲୋଇସିଂହା, (କେପିଏନଏସ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ବିଗତ ୮ ବର୍ଷ ଆଗରୁ ଗ୍ରାମର ଜନତାଙ୍କୁ ହାତୀ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଖମ୍ବ ପୋତି ଗୋଟିଏ ଟ୍ରାନ୍ସଫର୍ମର ଲଗାଯାଇ ଜଙ୍ଗଲ ବିଭାଗ ତରଫରୁ ଆଲୋକର ବ୍ୟବସ୍ଥା କରାଯାଇଥିଲା । କୁହାଯାଉଛି, ବିଜୁଳି ଦେୟ ବାବଦକୁ
Read More...

ଲୋଇସିଂହାରେ ଏନ୍‌ସିସି ଦିବସ ପାଳିତ

ଲୋଇସିଂହା, (ସୁଶିଳା କୁମାର ମିଶ୍ର) : ଲୋଇସିଂହା କଲେଜରେ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି । ଜାତୀୟ ସମର୍ପଣ ଶିକ୍ଷାର୍ଥୀ ବାହିନୀ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଲୋଇସିଂହା ଡିଗ୍ରି ମହାବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ
Read More...

ଭାଲୁପାଲିରେ ମଣିଷକୁ ମାରିଲା ହାତୀ : ଲୋକେ ଆତଙ୍କିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ସକାଳ ସାଢେ଼ ୬ଟାରୁ ୭ଟା ଭିତରେ ଭାଲୁପାଲିରେ ବଣୁଆ ହାତୀ ଜଣଙ୍କୁ ନୃଶଂସ ଭାବେ ଦଳି ମାରି ଦେଇଥିବା ଜଣାପଡ଼ିଛି । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା କୁହାଯାଉଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରମାଇ ପାହାଡ଼ ସଂରକ୍ଷିତ ଜଙ୍ଗଲରୁ
Read More...

ଆଂଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ବୁଢୀ ପଦର ପଂଚାୟତ ହାଇସ୍କୁଲ ଖେଳ ପଡ଼ିଆରେ ନେଗୀପାଲି ଓ ବୁଢୀ ପଦର ଆନୁକୁଲ୍ୟରେ ଦ୍ବିତୀୟ ବର୍ଷ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ସ୍ଥାନୀୟ ସରପଂଚ ଶ୍ରୀମତୀ
Read More...

ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗାଁ ଭିତରେ ବୁଲୁଛନ୍ତି ଏବେ ହାତୀ । ଏବେ ଏବେ ନିଆଯାଇଥିବା ଭିଡ଼ିଓରେ ଏହା ସ୍ପଟ ଦୃଶ୍ୟମାନ । ପାଖାପାଖି ୧୫ ରୁ ୨୦ଟି ହାତୀ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରିରେ ପଶି ସମସ୍ତ ଧାନ
Read More...

ହାତୀପଲଙ୍କ ଉପଦ୍ରବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଗତକାଲି ରାତି ୮ଟାରୁ ସକାଳ ପର୍ଯ୍ୟନ୍ତ ପାଖାପାଖି ୧୫ରୁ ୨୦ଟି ହାତୀପଲ ରମାଇ ପାହାଡ ସଂରକ୍ଷିତ ଜଙ୍ଗଲରୁ ଆସି ଧାନ କିଆରୀରେ ପଶି ସମସ୍ତ ଧାନ ଖାଇ ଓ ମାଡିଦଳି ନଷ୍ଟ କରି ଦେଇଥିବା ଅଭିଯୋଗ
Read More...

ସରପଞ୍ଚଙ୍କ ଉଦ୍ୟମରେ ପାର୍କ ନିର୍ମାଣକୁ ପ୍ରଶଂସା କଲେ ଜିଲ୍ଲାପାଳ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢୀ ପଦର ପଞ୍ଚାୟତରେ ପ୍ରଥମ ଥର ପାଇଁ ସରପଞ୍ଚଙ୍କ ଉଦ୍ୟମରେ ଏକ ପାର୍କ ନିର୍ମାଣ ସଫଳ ହେବାକୁ ଯାଉଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଛଅ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପରିମାଣରେ ନେଗୀପାଲି ସିମାନ୍ତ ବଲାଙ୍ଗିର-ବରଗଡ ୨୬ ନମ୍ବର
Read More...

ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଶୋଭାଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌): ଆଜି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଲୋଇସିଂହା ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ରାଜ୍ୟ ପରିଷଦ ସଭ୍ୟ
Read More...