ରୂପକ ହନୁମାନ ହତ୍ୟା ମାମଲା, ଅନ୍ୟତମ ଅଭିଯୁକ୍ତ ଲିଚୁ ଗିରଫ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ଓରଫ କିଲୁ ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ଲୋଇସିଂହା ପୋଲିସ । ଦୀର୍ଘ ୧୮ ମାସ ପରେ ବଲାଙ୍ଗିର ରେଲଷ୍ଟେସନରୁ ଅଭିଯୁକ୍ତ ସତ୍ୟଜ୍ୟୋତି ବାଗ ଓରଫ ଲିଚୁକୁ ପୋଲିସ ଗିରଫ!-->…
Read More...
Read More...