Browsing Tag

loisingha news

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ଉପ ସଭାପତି ମୁକୁନ୍ଦ ନାରାୟଣ ସିଂହଦେଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା
Read More...

ଝରଣୀପାଲି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ଝରଣୀପାଲି ଠାରେ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଛି । ଉଦଯାପନି ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଝରଣୀପାଲି ସରପଞ୍ଚ ସୁନୀତା ସାହୁ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ
Read More...

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଅଭ୍ୟର୍ଥନା ପ୍ରକୋଷ୍ଠରେ ଆମ ପୋଲିସ ସମିତିର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ସିପୋରା ସାଏରା ଲୁଗୁନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଟ୍ରାଫିକ ସମସ୍ୟା, ଅନିୟନ୍ତ୍ରିତ ଗାଡ଼ିଚାଳନା, ନିଶା
Read More...

ଓଡ଼ିଆ ଭାଷା ଓ ସଂସ୍କୃତିର ପୁନଃରୁଦ୍ଧାର ଦିଗରେ ସାମୁହିକ ଉଦ୍ୟମ ଆବଶ୍ୟକ : ମନ୍ତ୍ରୀ ଡ. ମହାଲିଙ୍ଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଞ୍ଚଳିକ ବୈଷମ୍ୟକୁ ପ୍ରାଧାନ୍ୟ ଦେଇ ଭାଷା ଓ ସଂସ୍କୃତି ମଧ୍ୟରେ ଭେଦଭାବର ବିଷମଞ୍ଜି ବୁଣି ବ୍ରିଟିଶମାନେ ଆମ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିଲେ । ବ୍ରିଟିଶମାନେ ଆମ ଦେଶକୁ ଛାଡ଼ିଯିବାର ଏତେ ବର୍ଷ ପରେ ମଧ୍ୟ ଆମେ ସେମାନଙ୍କ ପରମ୍ପରାକୁ ଜାବୁଡ଼ି
Read More...

ପାନୀୟ ଜଳର ସଂରକ୍ଷଣ ଓ ସଦୁପଯୋଗ ପାଇଁ ଆହ୍ୱାନ ଜଣାଇଲେ ମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୃଥିବୀ ପୃଷ୍ଠରେ ମାତ୍ର ୩ ପ୍ରତିଶତ ପାନୀୟ ଜଳ ରହିଛି । ପାନୀୟ ଜଳ ପାଇଁ ହିଁ ଭବିଷ୍ୟତରେ ତୃତୀୟ ବିଶ୍ଵଯୁଦ୍ଧ ହେବାର ସମ୍ଭାବନା ରହିଛି । ସେହି ଜଳର ଆବଶ୍ୟକ ସଂରକ୍ଷଣ ଓ ସଦୁପଯୋଗ କରିବା ସହିତ ପିଇବା ପାଣିର ଅପଚୟ ରୋକିବା ଦିଗରେ ଆହୁରି ଜନସଚେତନତା
Read More...

ରାଷ୍ଟ୍ର ସେବକ ସେବାରେ କୁଶମେଲ ପଞ୍ଚାୟତର ୮ ବୀର ଯବାନ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ସରପଞ୍ଚ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ପଞ୍ଚାୟତରୁ ରାଷ୍ଟ୍ର ସେବା ପାଇଁ ୮ ଜଣ ବୀର ଯବାନ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଯବାନ ପରିବାର ସହ ଗାଁ ରେ ଉତ୍ସାହର ମାହୋଲ ରହିଛି । ତେବେ ସ୍ଥାନୀୟ ସରପଞ୍ଚ ସମସ୍ତ ବୀର ଯବାନଙ୍କୁ ଏକାଠି କରି ସମ୍ବର୍ଦ୍ଧିତ
Read More...

କୁଶଙ୍ଗ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଛାୟା ବିଧାନସଭା ପ୍ରଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ପିଏମଶ୍ରୀ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଛାୟା ବିଧାନସଭା ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ସ୍କୁଲ କୋଠରୀରେ ଏକ ଛାୟା ବିଧାନସଭା ଆୟୋଜିତ ହୋଇଥିଲା । ବାଚସ୍ପତିଙ୍କ ଉପସ୍ଥିତିରେ
Read More...

ରୁଗୁଡ଼ିଖାଲରେ ବିଶ୍ଵଶାନ୍ତି ମାନସ ଯଜ୍ଞ ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଆଗଲପୁର ବ୍ଲକ ଵେନ୍ଦ୍ରା ରଘୁନାଥ ମଠର ମହନ୍ତ ଯମୁନା ଦାସ ମହାରାଜ ଏବଂ ଝରେଇବାହାଲି ମଠାଧୀଶ ବଳରାମ ଦାସଙ୍କ ମିଳିତ ପୌରହିତ୍ୟରେ ସ୍ଥାନୀୟ ରୁଗୁଡ଼ିଖାଲ ମାନସ ବିହାର ଠାରେ ବିଶ୍ଵଶାନ୍ତି ନିମିତ୍ତ ୨୯ ତମ ଶ୍ରୀରାମ ଚରିତ ମାନସ ଯଜ୍ଞ
Read More...

ଲୋଇସିଂହାରେ “ଧାରଣୀୟ ଜୀବନ ଶୈଳୀ” ପ୍ରଦର୍ଶନୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ "ଧାରଣୀୟ ଜୀବନ ଶୈଳୀ" ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଦୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ
Read More...

ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି ସମୂହ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାନିପାଲି ଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟି ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ରତାଖଣ୍ଡି,
Read More...