Browsing Tag

loisingha news

ଝାରମୁଣ୍ଡାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା ।
Read More...

ପାଣି ନାହିଁ ତ ଭୋଟ ନାହିଁ : ବଡଟିକା ଶ୍ରୀରାମ ଯୁବକ ସଂଘ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଅନେକ ଅଞ୍ଚଳ ଜଳସେଚିତ ହୋଇପାରିବ । ତେବେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ନଅଗାଁ (ଖ), ବଡଟିକା, ବେନ୍ଦ୍ରା ଓ
Read More...

ରୂପକ ହନୁମାନ ହତ୍ୟା ମାମଲା, ଅନ୍ୟତମ ଅଭିଯୁକ୍ତ ଲିଚୁ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଜଡାମୁଣ୍ଡା ଗ୍ରାମର ରୂପକ ହନୁମାନ ଓରଫ କିଲୁ ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ଲୋଇସିଂହା ପୋଲିସ । ଦୀର୍ଘ ୧୮ ମାସ ପରେ ବଲାଙ୍ଗିର ରେଲଷ୍ଟେସନରୁ ଅଭିଯୁକ୍ତ ସତ୍ୟଜ୍ୟୋତି ବାଗ ଓରଫ ଲିଚୁକୁ ପୋଲିସ ଗିରଫ
Read More...

ଲୋଇସିଂହା ରେଂଜ କର୍ମଚାରୀମାନଙ୍କ ଦ୍ୱାରା ଏକ ବଡ଼ ଅଜଗର ସାପ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ରେଂଜ କର୍ମଚାରୀମାନଙ୍କ ଦ୍ୱାରା ଏକ ବଡ଼ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ସୂଚନା ପାଇବା ପରେ ଲୋଇସିଂହା ରେଞ୍ଜ କର୍ମଚାରୀମାନେ ବନ ଅଧିକାରୀଙ୍କ ଉପସ୍ଥିତିରେ ବନ୍ୟଜନ୍ତୁ
Read More...

ପୁଣି ଚର୍ଚ୍ଚାରେ ହୀରାପୁର ଗ୍ରାମ ପଞ୍ଚାୟତ : ବାରଡୋଲ ଗ୍ରାମରେ ରାସ୍ତା କଂକ୍ରିଟ କାମକୁ ନେଇ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବହୁବିଧ ଦୁର୍ନୀତିକୁ ନେଇ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମ ପଂଚାୟତ ପୂର୍ବରୁ ଚର୍ଚ୍ଚାରେ ରହିବା ସହିତ ଖବରର ଶିରୋନାମା ପାଲଟିଛି । ଭିଜିଲାନ୍ସ ଟିମ୍ ଏହି ପଂଚାୟତର ଦୁର୍ନୀତି ଉପରେ ଖୋଳତାଡ କରିବା ସହିତ ପୂର୍ବତନ ସରପଞ୍ଚ
Read More...

ଫଲସାମାଲରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଫଲସାମାଲ ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପୂର୍ବରୁ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ସଂଘର
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସମୂହ ଦୀପଦାନ ତଥା ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅନୁଦାନର…

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ଅବସରରେ ତାଙ୍କର ଦୀର୍ଘାୟୁ ତଥା ସୁସ୍ଥ ଜୀବନ ପାଇଁ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ତରଫରୁ ମା' କୁଶଙ୍ଗେଇ ମନ୍ଦିରଠାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ରାଜ୍ୟ
Read More...

ରୋତ କଲେଜରେ ରକ୍ତଦାନ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ବିଜୁ ଛାତ୍ର ଜନତା ଦଳ, ଆଗଲପୁର ବ୍ଲକ ଓ ଓଡ଼ିଶା ମୋ ପରିବାର ତରଫର ପଂଚାୟତ ସମିତି କଲେଜ ରୋତଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରୋତ କଲେଜର ଅଧ୍ୟକ୍ଷ ଡ଼ ସନ୍ତୋଷ
Read More...

ଶାରଳା ଶକ୍ତିପୀଠର ନୂତନ ଗେଟ୍ ନିର୍ମାଣ ପାଇଁ ଭୂମିପୂଜା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଢୋଲ ମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠର ନୂତନ ଗେଟ୍ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରୁ ଆସିଥିବା ଅନୁଦାନ ରାଶିରେ କାର୍ଯ୍ୟାରମ୍ଭ ପାଇଁ ଶୁଭ ଦିଆଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ବେହେରା ନାରିକେଲ
Read More...

ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା କେ ସମର୍ପିତ କରିଛନ୍‌ ଚିତ୍ରଶିଳ୍ପୀ ପ୍ରଭାକର ସାହୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଆମର୍‌ ସମାଜ ଥି ଗୁର୍‌ଦୁ ନାଁକରା ଚିତ୍ରଶିଳ୍ପୀ ଅଛନ୍‌ । ମାତର୍‌କ’ ସେମାନଙ୍କର୍‌ ଭିତ୍‌ରେ ଏନ୍‌ତା ଖୋବ୍‌ କମ୍‌ ଚିତ୍ରଶିଳ୍ପୀ ଅଛନ୍‌, ଯେନ୍‌ମାନେ ପଏସା କମାବାର୍‌ଟା କେ ନିଘା ନେଇଁ ରଖିକରି ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା
Read More...