Browsing Tag

loisingha news

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଘୁଷୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠ ପରିସରରେ ଲୋଇସିଂହା ସରସ୍ଵତୀ ଶିଶୁ ମନ୍ଦିର ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୁଧାଂଶୁ ସାହୁ । ଅନ୍ୟମାନଙ୍କ ମଧ୍ୟରେ
Read More...

ବୁର୍ଡ଼ା ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ଚୋରି ଅଭିଯୋଗ

ଲୋଇସିଂହା, (ବିମାଳନ୍ଦୁ ସାହୁ) : ଲୋଇସିଂହା ଥାନା ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ବୁର୍ଡ଼ା ଗ୍ରାମ ପଞ୍ଚାୟତର ପାନୀୟ ଜଳଯୋଗାଣ ପ୍ରକଳ୍ପରୁ କିଛି ଅସାମାଜିକ ବ୍ୟକ୍ତି ଗତକାଲି ରାତିରେ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଦୁଇଟି ତାଲା ଭଙ୍ଗାଯାଇ
Read More...

ଲୋଇସିଂହାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା- ଜଣେ ମୃତ, ଦୁଇ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଲୋଇସିଂହା - ଭରସୁଜା ରାସ୍ତାର ପତ୍ରାପାଲି ରାଇସ ମିଲ ନିକଟରେ ଶନିବାର ସନ୍ଧ୍ୟା ୫ ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମୃତାହତ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋବିଂଶତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ): ଚଳିତ ୨୩ ଓ ୨୪ ତାରିଖ ଦୁଇଦିନ ଧରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାର ତ୍ରୟୋବିଂଶତମ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକ ଯୋଗ ଦେଇ କ୍ରୀଡ଼ା ପତାକା ଉନ୍ମୋଚନ
Read More...

କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ସୁର ସଂଗମ ଲୋଇସିଂହା ପକ୍ଷରୁ ଗତକାଲି କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ନିସାର ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଉପସ୍ଥିତ ସମସ୍ତ କଳାକାର ଓ ସାହିତ୍ୟିକମାନେ ନାଟ୍ୟ
Read More...

ବଲାଙ୍ଗିର ଜିଲ୍ଲା ମିର୍ଦ୍ଧା ସମାଜର ତିଳତର୍ପଣ ଓ ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ପତ୍ରପାଲି ଗ୍ରାମରେ ବଲାଙ୍ଗିର ଜିଲ୍ଲା ମିର୍ଦ୍ଧା ସମାଜର ସଭାପତି ଗୋପାଳ ପଧାନଙ୍କ ସଭାପତିତ୍ଵରେ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ
Read More...

ଖଇର କାଠ ବୋଝେଇ ପିକ ଅପ୍ ଭ୍ୟାନ ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ଟିମ୍ ସରଗାଡ ପଞ୍ଚାୟତର ସିଂହାନିମୁଣ୍ଡା ନିକଟରେ ଏକ ଖଇର କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଥିବା ଜଣାଯାଇଛି । ଗତକାଲି ରାତିରେ ସିଜି ୦୭ ବିଏଲ୍ ୫୮୯୧ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଖଇର କାଠ
Read More...

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗିସର୍ଡା ହରିହର ହାଇସ୍କୁଲର ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ସ୍ଥିତ ଡୁନ ବିଦ୍ୟାଳୟରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାରୁ ଜିଲ୍ଲା ସଂଯୋଜକ ଆନନ୍ଦ ବଡ଼ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନ ପାଇଥିବା ୪ ଗୋଟି ପ୍ରକଳ୍ପ ମଧ୍ୟରୁ
Read More...

ରୁଗୁଡ଼ିଖାଲ୍ ମାନସ ବିହାରଠାରେ ଛପନ ଭୋଗ ଅର୍ପଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡିଖାଲ ମାନସ ବିହାର ସ୍ଥିତ ରାମ ମନ୍ଦିରଠାରେ ପବିତ୍ର ଅଅଁଳା ନବମୀ ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁଳସୀ ରାମାୟଣର ସୁନ୍ଦରାକାଣ୍ଡ ପଠନ କରାଯାଇଥିଲା । ଏଥିରେ ବ୍ୟାସ ଭାବେ ମଧୁସ୍ମିତା
Read More...

କୁଶଙ୍ଗ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ ମେଳା କୁଶଙ୍ଗ ସ୍ଥିତ ନୋଡାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।
Read More...