Browsing Tag

loisingha news

ବିଧାୟକ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ – ଫାଇନାଲରେ ବାଦିବାହାଲ ଓ ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ତଥା ସ୍ଵେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଧାୟକ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ସେମି ଫାଇନାଲ
Read More...

ଲୋଇସିଂହା ଏନଏସି ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ, ବୁର୍ଡା ପଞ୍ଚାୟତ ଏବଂ ହୀରାପୁର ପଞ୍ଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ନୂତନ ଏନଏସି ଗଠନ ପ୍ରକ୍ରିୟାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ମୋହର ମାରିଛି । ୨୦୧୧ ଜନଗଣନା ଅନୁଯାୟୀ, ପ୍ରସ୍ତାବିତ ଏନଏସିର ମୋଟ
Read More...

ବିଦାୟ କାଳୀନ ସମ୍ୱର୍ଦ୍ଧନା

ଲୋଇସିଂହା (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ୍ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ନିର୍ମଳ କୁମ୍ଭାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

“ପିତାମାତାଙ୍କ ଯତ୍ନ ପରିବାରର ପରମ କର୍ତ୍ତବ୍ୟ” ଶୀର୍ଷକରେ ରେଙ୍ଗାଲିରେ ଆଲୋଚନା ଚକ୍ର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ “ପିତାମାତାଙ୍କ ଯତ୍ନ-ପରିବାରର ପରମ କର୍ତ୍ତବ୍ୟ” ଶୀର୍ଷକରେ ଏକ ସଚେତନତା ମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବିଶା ଶହେ କୁଲତା ସମାଜର କେନ୍ଦ୍ର ସଭାପତି ବେଲାଲସେନ ଭୋଇଙ୍କ
Read More...

ମା’ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ – ରାଣୀକଟା ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ହାଇସ୍କୁଲ ପଡିଆ ଠାରେ ଗତ ଚାରିଦିନ ଧରି ଆୟୋଜିତ ହୋଇଥିବା ମା' ଦୁର୍ଗା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଝାରବନ୍ଧଲି ଏକାଦଶକୁ ୧୪ ରନରେ ହରାଇ ରାଣୀକଟା ଏକାଦଶ ବିଜେତା ହୋଇଥିଲା । ଉଦଯାପନୀ ତଥା
Read More...

ଲୋଇସିଂହା ଏନଏସି ୱାର୍ଡ ଗଠନ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁୂ) : ପ୍ରଥମ ଥର ପାଇଁ ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ମିଳିଛି । ଲୋଇସିଂହା ପଞ୍ଚାୟତ, ବୁର୍ଡା ପଞ୍ଚାୟତ ଏବଂ ହୀରାପୁର ପଂଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ଏହି ଏନଏସି ଗଠିତ ହୋଇଛି । ଏଥିପାଇଁ ସ୍ଥାନୀୟ
Read More...

ତାଲଜୁରି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ୍ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ମେହେର ଯୋଗ ଦେଇଥିବା
Read More...

ଫେବୃୟାରୀ ୮ରୁ ବିଧାୟକ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଫେବୃୟାରୀ ୮ ତାରିଖରୁ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଧାୟକ କପ୍ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିପାଇଁ ଲୋଇସିଂହା ବ୍ଲକରୁ ୧୦ଟି, ଆଗଲପୁର ବ୍ଲକରୁ ୮ଟି, ପୁଇଁନ୍ତଲା ବ୍ଲକରୁ ୪ଟି ଓ ଲୋଇସିଂହା ଏନଏସିରୁ ୧୦ଟି ଦଳ
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ସମ୍ମେଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ହାଇସ୍କୁଲ ୧୯୭୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବାର୍ଷିକ ସମ୍ମେଳନ ସ୍ଥାନୀୟ ରୁଗୁଡ଼ିଖାଲ ମାନସ ବିହାର ସ୍ଥିତ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପୂର୍ବକ ଛାତ୍ର ଜୀବନର
Read More...

ଗେର୍ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଗେର୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ:ଶ: ଡୁଙ୍ଗୁରିପାଲି ସରପଞ୍ଚ ସଦାଶିବ
Read More...