Browsing Tag

loisinga news

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ବୁର୍ଡା ନିକଟସ୍ଥ ଲାଇନଜୁରୀ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କାର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ଆଗଲପୁର ବ୍ଲକ ଡୁମେରପାଲି ଗ୍ରାମର ପ୍ରସନ୍ନ ସେଠ୍ ଓ ପେଶାରେ ସେ ଜଣେ
Read More...

ଏଥ୍‌ଲେଟିକ୍‌ ଏସୋସିଏସନ୍ ଝାରମୁଣ୍ଡାର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥ୍‌ଲେଟିକ୍‌ ଏସୋସିଏସନ୍‌ର ୩୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଚିଦାନନ୍ଦ ସାହୁ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ୟାମସୁନ୍ଦର
Read More...

ଫଲସାମାଲରେ ଆଦିବାସୀ ସମାବେଶ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ୍‌ ୩୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଅନ୍ତର୍ଗତ ଫଲସାମାଲ ଗାଁ ଠାରେ ଜୋନ୍‌ ସ୍ତରୀୟ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଛି । କୈଳାଶ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ
Read More...

୧୨ କ୍ଵିଣ୍ଟାଲ ଖଇର କାଠ ଜବତ କଲା ଲୋଇସିଂହା ବନବିଭାଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ବଡଟିକା ନିକଟରୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବନବିଭାଗ ଏକ ଖଇର କାଠ ବୋଝେଇ ପିକଅଫ୍ ଭ୍ୟାନ୍‌ ଜବତ କରିଛି । ଚଢ଼ାଉ ସମୟରେ କାଠ ମାଫିଆମାନେ ଫେରାର ହେବାରେ ସକ୍ଷମ ହୋଇ ଥିବାବେଳେ ଘଟଣାସ୍ଥଳରୁ ବନବିଭାଗ ଏକ ବାଇକ୍ ମଧ୍ୟ
Read More...

ବିପୁଳ ପରିମାଣର ବିଅର ଓ ବିଦେଶୀ ମଦ ଜବତ : ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅବକାରୀ ଥାନା ଆଗଲପୁର ବ୍ଲକର ବିନ୍ଧାପାଲି ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଅର ଓ ବିଦେଶୀ ମଦ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ବଲାଙ୍ଗିର ମୋବାଇଲ ଅବକାରୀ ସ୍କ୍ୱାର୍ଡ, ପାଟଣାଗଡ
Read More...

ଜୈବିକ ଔଷଧ ପ୍ରସ୍ତୁତି ସମ୍ୱନ୍ଧୀୟ ତାଲିମ୍‌ ଓ କୃଷି ଉପାଦେୟତା ସମ୍ପର୍କିତ କର୍ମଶାଳା

ଲୋଇସଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ୍‌ ବଡ଼ଟିକା ଗ୍ରାମରେ ଗ୍ରାମଶକ୍ତି ଓ ବାବା ସ୍ଵପ୍ନେଶ୍ଵର ସ୍ଵଂୟ ସହାୟକ ଦଳର ସଭ୍ୟାଙ୍କୁ ନେଇ ଜୈବିକ ଔଷଧ ପ୍ରସ୍ତୁତି ଓ ଜୈବିକ କୃଷି ଉପାଦେୟତା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ୨୨ ଜଣ ସଭ୍ୟା ଅଂଶଗ୍ରହଣ କରିଥିଲେ
Read More...

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ଓ ଫେରସ୍ତ ବ୍ୟବସ୍ତା ଉପରେ ସଚେତନତା କାର୍ଯ୍ୟକ୍ରମ

ଲୋଇସିଂହା,(ବିମଳେନ୍ଦ ସାହୁ) : ଆଗଲପୁର ବ୍ଲକ୍‌ ଭରସୁଜା କଲ୍ୟାଣମଣ୍ଡପ ଠାରେ ମିଶନଶକ୍ତି ତରଫରୁ ସ୍ୱୟଂ ସହାୟିକା ଦଳର ସଭ୍ୟାଙ୍କୁ ନେଇ ବ୍ୟାଙ୍କଋଣ ଓ ଋଣ ଫେରସ୍ତ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭରସୁଜା ଓ ଝରନିପାଲି ପଂଚାୟତର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।
Read More...