Browsing Tag

lamataputa news

ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟର ବିଭିନ୍ନ ଜାଗାରେ ତୁଷାର ପାତ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ସବୁ ସ୍ଥାନରେ ତୁଷାର ପାତ ହୋଇଛି । ଲମତାପୁଟରେ ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିଛି । ଏପିରିକି ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ୪
Read More...

ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ : ମାଡିବସିଲା ପୋଲିସ

ଲମତାପୁଟ : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ନିଜ ଦେହରେ ଗଞ୍ଜେଇକୁ ଟେପ୍ ମାଧ୍ୟମରେ ସିଲ କରି ଚୋରାଚାଲାଣ କରୁଥିଲା ଜଣେ ୱେଷ୍ଟବେଙ୍ଗଲର ମାଫିଆ । ପାଡୁଆ ପୋଲିସ ୱେଷ୍ଟବେଙ୍ଗଲର ମାଫିଆ ବୁଲନ ଖାଁଠାରୁ ୨୮କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗଂଜେଇ ପାଡୁଆ
Read More...

ଗଚ୍ଛିତ ଥିବା ଗଞ୍ଜେଇ ଜବତ : ଘର ମାଲିକ ଫେରାର୍‌

ଲମତାପୁଟ : ବାର୍ଲିପଡ଼ା ଗ୍ରାମରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ । ସୂଚନା ଅନୁସାରେ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଯଲାପୁଟ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ସ୍ୱତନ୍ତ୍ର ଟିମ୍ ଗଠନ କରି
Read More...

ଗଞ୍ଜେଇ ବୋଝେଇ କାର୍ ଜବତ, ୨ ଗିରଫ

ଲମତାପୁଟ : ଗଞ୍ଜେଇ ବୋଝେଇ କାର୍ ଜବତ, ୨ ଗିରଫ । କୋରାପୁଟ ଜିଲ୍ଲା ଲମତାପୁଟ ନିକଟ କନାଗାଁ ଛକ ନିକଟରେ ଗଞ୍ଜେଇ ବୋଝେଇ କାର୍‌ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଛକୁଣ୍ଡ ପୋଲିସ । ସୂଚନା ଅନୁଯାୟୀ, କନାଗାଁ ଛକ ନିକଟରେ ଏକ କାର୍‌କୁ ଯାଞ୍ଚ କରିବାରୁ କାର୍ ଭିତରେ ୪ଟି ବସ୍ତାରେ ୯୬
Read More...

ମାଛକୁଣ୍ଡ ପୋଲିସକୁ ମିଳିଲା ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ୍‌

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଲା ସଫଳତା । ୬୭ କେଜିର ଗଞ୍ଜେଇ ଜବତ୍‌ ସହ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ବିଶେଷ ସୁତ୍ରରୁ ଖବର ପାଇ ବାୟାପୁଟ ଗାଁ ନିକଟରେ ନାକାବନ୍ଦୀ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲା ଟିକାପୁଟ ଗାଁ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ଲମତାପୁଟ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ
Read More...