Browsing Tag

khaprakhol news

ଖପ୍ରାଖୋଲ ରାଜନୀତି ସରଗରମ, ସରପଞ୍ଚ ଆଶାୟୀ ଅଧିକ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୀତି ସରଗରମ ହୋଇପଡିଛି । ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିନରେ ସରପଞ୍ଚ ପଦ ପାଇଁ ୪୮ ଜଣ, ସମିତି
Read More...

ପ୍ରାର୍ଥୀ ହେବା ପାଇଁ ଛକାପଞ୍ଜା, ତୃତୀୟ ଦିନରେ ୧୭୦ ନାମାଙ୍କନ 

ଖପ୍ରାଖୋଲ, (କେପିଏନଏସ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ରାଜନୈତିକ ଦଳ ପକ୍ଷରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା
Read More...

ଖପ୍ରାଖୋଲ ବ୍ଲକରେ ଦ୍ୱିତୀୟ ଦିନରେ ୧୭୭ ଫର୍ମ ନେଲେ, ୫୧ଜଣ ପ୍ରାର୍ଥିପତ୍ର ଦାଖଲ କଲେ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକରେ ଦ୍ୱିତୀୟ ଦିନରେ ସମୁଦାୟ ୧୭୭ଟି ଫର୍ମ ନେଇଥିବା ବେଳେ ତନ୍ମଧ୍ୟରୁ ୫୧ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବ୍ଲକର ସମସ୍ତ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥି ପାଇଁ ୪୩ଟି ଫର୍ମ ବିକ୍ରି ହୋଇଥିବା ବେଳେ ୯ଜଣ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୱାର୍ଡସଭ୍ୟ
Read More...

ଅକାଳରେ ଚାଲିଗଲେ କନିଷ୍ଠ କିରାଣୀ, ଶୋକରେ ଉବୁଟୁବୁ ଅଞ୍ଚଳବାସୀ 

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ କିରାଣୀ ଚନ୍ଦ୍ରଧ୍ୱଜ ବାରିକ(୪୮)ଙ୍କର ଅକାଳ ବିୟୋଗ ଘଟିଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ସ୍ଥିତ ଓମିଭାବା କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ରବିବାର ରାତି
Read More...

ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମିତି ସଭ୍ୟାଙ୍କ ଧାରଣା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ନେଇ ଓଡ଼ିଆପାଲି ସମିତି ସଭ୍ୟା ରଞ୍ଜୁଲତା ସାହୁ ଅଭିଯୋଗ ଆଣିଛନ୍ତି । ଦୁର୍ନୀତିର ପର୍ଦାଫାଶ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ
Read More...

ଖପ୍ରାଖୋଲ ଡାକ୍ତରଖାନା ଠାରେ ରକ୍ତଦାନ ଶିବିର : ୧୪ ୟୁନିଟ ରକ୍ତ ସଂଗ୍ରହ

ଖପ୍ରାଖୋଲ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଡାକ୍ତରଖାନା ଠାରେ ଶନିବାର ଦିନ ଯୁବ ସ୍ୱେଛାସେବୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଜନ୍ମଦିବସ ଉପଲକ୍ଷେ ଆମ ଓଡିଶା ଏବଂ ବଲାଙ୍ଗୀର ସ୍ୱେଛାସେବୀ ସଂଗଠନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସରୋଜ
Read More...

୩୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର

ଖପ୍ରାଖୋଲ, (କେପିଏନଏସ) : ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସରକାର ଶହ ଶହ ଯୋଜନା କରିଥିଲେ ମଧ୍ୟ ତାହା ଲୋକଙ୍କ ଠାରୁ ବହୁତ ଦୂରରେ । ଅଣଔପଚାରିକ ଆକଳନ ଅନୁଯାୟୀ ଓଡିଶାରେ ୨.୫ ମିଲିୟନରୁ ଅଧିକ ପ୍ରବାସୀ ଶ୍ରମିକ ଅଛନ୍ତି । ବାହାରକୁ ଯାଉଥିବା ଶ୍ରମିକମାନଙ୍କ ପାଇଁ ସରକାର ମହାତ୍ମା ଗାନ୍ଧୀ
Read More...

ଜିଲ୍ଲା ଆଦିବାସୀ ଶବର ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ଶବର ସଂଘ ଖପ୍ରାଖୋଲର ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ ଶବର ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଉପସଭାପତି ରବିଚନ୍ଦ୍ର
Read More...

ଖପ୍ରାଖୋଲ ପୁଲିସକୁ ମିଳିଲା ବଡ ସଫଳତା : ଧରା ପଡିଲେ ୬ ଜଣ ଲୁଟେରା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ଖପ୍ରାଖୋଲ ଥାନା ନାନ୍ଦୁପଲା ଗ୍ରାମର ଦିବାକର ବେହେରାଙ୍କ ପୁଅ ଋଷି କୁମାର ବେହେରା ଗତ ୧୦ା୧୦ା୨୦୨୧ ତାରିଖ ଦିନ ନିଜ ଗ୍ରାହକ ସେବା କେନ୍ଦ୍ର ନାନ୍ଦୁପଲା ଶାଖା ପାଇଁ ଖପ୍ରାଖୋଲ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ
Read More...

ମନରେଗା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ : ସାଧାରଣରେ ଆଲୋଚନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମର ବନ୍ଧନାଳା କାମରେ ହୋଇଥିବା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ ଜାରି ରହିଥିବା ବେଳେ
Read More...