Browsing Tag

khaprakhol news

ମନରେଗା ଯୋଜନାରେ ଦୁର୍ନୀତି ଥମୁ ନାହିଁ, ପାରିଶ୍ରମିକ ପାଇଁ ବ୍ଲକ ଅଫିସରେ ଭଙ୍ଗାରୁଚା କଲେ ଶ୍ରମିକ

ଲିଖିତ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ ସବୁବେଳେ । ସେଠି ଯେତେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇ ପ୍ରଶାସନ ସବୁବେଳେ ଚୁପଥିବା ସର୍ଗିପାଲି ଗ୍ରାମବାସୀ
Read More...

ଭାନପୁର ଠାରେ ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା କମ୍ବଳ ବଣ୍ଟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଠାରେ ସୋମବାର ସିଆର୍‌ପିଏଫ୍‌ର ୧୮୯ ବାଟାଲିୟନ ଦ୍ୱାରା ଲୋକମାନଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମାଓ ପ୍ରବଣ ବଲାଙ୍ଗିର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ
Read More...

ମନରେଗା ପାରିଶ୍ରମିକ ନପାଇବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍‌ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ମନରେଗା ପାରିଶ୍ରମିକ ନପାଇବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକମାନେ । ଏପରିକି ଅସନ୍ତୁଷ୍ଟ ଶ୍ରମିକମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍‌ ହୋଇଛି ପୋଲିସ ପ୍ରଶାସନ ।
Read More...

ଡମେନବାହି ଡୁଙ୍ଗରି ଉପରେ ବିଶାଳକାୟ ବରାହର ମୃତଦେହ ଉଦ୍ଧାର : ଶିକାରୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସନ୍ଦେହ

ଖପ୍ରାଖୋଲ, ( ଅଶୋକ ବାଗ) : ବରାହ ମାଂସ ଖାଇବା ଲାଗି କେଉଁ ଆଦିମ କାଳରୁ ଲୋକମାନେ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି । କେତେବେଳେ ପର୍ବ ପର୍ବାଣୀ ନାମରେ ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କୁ ଶିକାର କରିବା ଏକ ପ୍ରଥା ଓ ପରମ୍ପରାର ଭାବେ ସମାଜରେ ଆଦ୍ରୁତ ଲାଭ କରିଆସିଛି । ଜନ ସଚେତନତାର ଅଭାବ
Read More...

ଖପ୍ରାଖୋଲ ପୁଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ : ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟି ଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌
Read More...

ହକି ବିଶ୍ଵକପ ୨୦୨୩ ପାଇଁ ଖପ୍ରାଖୋଲରେ ମିନି ମାରାଥନ

ଖପ୍ରାଖୋଲ, (ଅଶୋକ ବାଗ) : ପାଖେଇ ଆସୁଛି ହକି ବିଶ୍ୱକପ । ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ । ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜନ ହେଉଥିବା ବେଳେ ସମସ୍ତଙ୍କୁ ଘାରିଛି ହକି ମାନିଆ । ସେହିପରି ବିଶ୍ୱକପ
Read More...

‘ଉତ୍ତମ ଚରିତ୍ର, ଶୃଙ୍ଖଳା ଛାତ୍ରର ଭୂଷଣ ଅଟେ’

ଖପ୍ରାଖୋଲ, (ଅଶୋକ ବାଗ) : ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟ ସଂସ୍କୃତି ଧିରେ ଧିରେ କଳୁଷିତ ହେବାରେ ଲାଗିଛି । ଆମ ସଂସ୍କୃତିରେ ବାପା, ମାଆ, ଗୁରୁ ଏବଂ ଅତିଥିଙ୍କୁ ଭଗବାନ ମର୍ଯ୍ୟାଦା ଦିଆଯାଇଛି । ନୈତିକତା ଓ ମୂଲ୍ୟବୋଧ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ଅଟେ । ଉତ୍ତମ ଚରିତ୍ର
Read More...

ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୧୫ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ କ୍ରିକେଟ୍ କ୍ଲବ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଭାନପୁର
Read More...

ଖପ୍ରାଖୋଲ ଲୋକ ଉତ୍ସବ ଉଦ୍‌ଯାପିତ

ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ୧୦୬ ଦଳ, ଉପଖଣ୍ଡସ୍ତରୀୟ ଲୋକ ଉତ୍ସବକୁ ୬ଟି ଦଳ ହେଲେ ମନୋନୀତ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ମିନି ଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକସ୍ତରୀୟ ଲୋକ ଉତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ସର୍ବାଧିକ ରେକର୍ଡ ସଂଖ୍ୟକ ୧୦୬ଟି ଦଳ ଲୋକ
Read More...

ସରକାର ଭୁଲିଗଲେ, ପୁଷପୁନିରେ ଛୁଟି ନଥିବାରୁ ତୀବ୍ର ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଂଚଳରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ପୁଷପୁନି ଶୁକ୍ରବାର ପାଳିତ ହୋଇଯାଇଛି । ପୁଷପୁନି ପର୍ବରେ ସରକାରୀ ଛୁଟି ନଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା । ଫଳରେ ଏହି ଉତ୍ସବରେ ଜନସାଧାରଣ ସାମିଲ ହେବାରୁ
Read More...