ଜାତୀୟ ବାଳିକା ଶିଶୁ ଦିବସ ଉପଲକ୍ଷେ ଖପ୍ରାଖୋଲ କେଜିଭିବି ଛାତ୍ରୀମାନେ କଲେ ପଦଯାତ୍ରା
ଖପ୍ରାଖୋଲ, (ଅଶୋକ ବାଗ) : ପ୍ରତିବର୍ଷ ଜାନୁଆରୀ ୨୪ରେ ଭାରତରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଏ । ଆଜିର ସମୟରେ ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ନାମ ପ୍ରସିଦ୍ଧ କରୁଛନ୍ତି । କିନ୍ତୁ ଆଜି ବି ଲୋକ ଭାରତରେ ଝିଅ ଜନ୍ମକୁ ନେଇ ଦୁଃଖିତ ହୁଅନ୍ତି । ଆଜି ମଧ୍ୟ ଆମ!-->…
Read More...
Read More...