Browsing Tag

kesinga news

ବାଦବିବାଦର ଅନ୍ତ ହେଲା ଚୟନ ହେଲେ କେସିଙ୍ଗାର ନୂତନ ସଭାପତି

କେସିଙ୍ଗା, (ପ୍ରୀତେଶ ପଟେଲ) : ବହୁ ବାଦବିବାଦ ପରେ କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏନେଇ କେସିଙ୍ଗା ଆରଏମସି ଠାରେ…
Read More...

କେସିଙ୍ଗା ମାରୱାଡି ୟୁବା ମଞ୍ଚର ୨୦୨୬ – ୨୭ ପାଇଁ ନୂତନ ସଭାପତି ଚୟନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ କେସିଙ୍ଗା ମାରୱାଡି ୟୁବା ମଞ୍ଚ ପକ୍ଷରୁ ଏକ ବୈଠକ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ପରିସରରେ ରାତ୍ରୀ ୮.୦୦ ଟାରେ ଆୟୋଜିତ ହୋଇ ନୂତନ ସଭାପତି ବର୍ଷ ୨୦୨୬ - ୨୭ ପାଇଁ ଚୟନ କରାଗଲା । କେସିଙ୍ଗା ମାରୱାଡି ୟୁବା ମଞ୍ଚର ସମସ୍ତ…
Read More...

ପବିତ୍ର ରାମ ନବମୀ ଅବସରରେ ଶ୍ରୀରାମଙ୍କ ନାରରେ ଗୁଞ୍ଜିଲା କେସିଙ୍ଗା ସହର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପବିତ୍ର ରାମ ନବମୀ ଧୁମଧାମରେ ପାଳିତ ହୋଇଯାଇଛି । ସହରରେ ଚାରିଆଡେ ଖାଲି ଗେରୁଆ ରଙ୍ଗର ପତକା ଦେଖିବାକୁ ମିଳିଥିଲା । କେସିଙ୍ଗା ସହର ରାମଙ୍କ ଭକ୍ତିରେ ରାମମୟ ହୋଇଯାଇଥିଲା । କେସିଙ୍ଗା ସହରର ଶ୍ରୀରାମ ଭକ୍ତୋ କି…
Read More...

ଏସ୍ ଆଇ ଆର ପାଇଁ ସ୍ଵତନ୍ତ୍ର ବୈଠକ ଆୟୋଜନ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସିରେ ସ୍ୱତନ୍ତ୍ର ସଂଘ (ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ ସୋମବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଂଶୋଧନ ଚଳିତ ମାସ ୩୧ତାରିଖ…
Read More...

ଓକିଲ ସଂଘ ନିର୍ବାଚନର ନିର୍ବିରୋଧ ମନୋନୀତ ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ୨୮.୦୩.୨୦୨୬ ତାରିଖ ରାଜ୍ୟରେ ହେବାକୁ ଥିବା ଓକିଲ ସଂଘ ନିର୍ବାଚନର ୧୪.୦୩.୨୦୨୬ ଦିନକୁ ଫାଇନାଲ୍ ତାଲିକା ପ୍ରକାଶ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । କେସିଙ୍ଗା ଓକିଲ ସଂଘର ନିର୍ବାଚନ ଅଧିକାରୀଙ୍କ କାମପାଳ ସାହାଙ୍କ ଅନୁଯାୟୀ କେସିଙ୍ଗା ବାର୍…
Read More...

କେସିଙ୍ଗାରେ ଦିବାରାତ୍ରି ଏମ୍ ପି ଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପ୍ରଥମଥର ପାଇଁ ମାରୱାଡି ୟୁବା ମଞ୍ଚ ପକ୍ଷରୁ ମାରୱାଡି ପ୍ରିମିୟମ ଲିଗ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଏମ୍ ପି ଏଲ୍ ଭାରତୀୟ କ୍ରୀଡ଼ା ପ୍ରେମୀମାନଙ୍କ ପ୍ରିୟ ଆଇ ପି ଏଲ୍ ପରି ନିୟମ ଓ…
Read More...

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵାରା ଉଦଘାଟିତ ହେଲା କେସିଙ୍ଗା ଥାନାର ନୂତନ ଗୃହ

କେସିଙ୍ଗା, (ପ୍ରୀତେଶ ପଟେଲ) : କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ୧୭୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ଆଦର୍ଶ ଥାନାରେ ନୂତନ ଗୃହ ମଧ୍ୟ ଉଦଘାଟନ କରିଛନ୍ତି । କେସିଙ୍ଗା ଆଦର୍ଶ ଥାନା ପରିସରରେ ଆୟୋଜିତ…
Read More...

ପୂର୍ବ ଶତ୍ରୁତାକୁ ନେଇ କାଜୁ ବଗିଚାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

କେସିଙ୍ଗା, (ପ୍ରୀତେଶ ପଟେଲ) : ହୁ ହୁ ହୋଇ ଜଳିଗଲା କାଜୁ ବଗିଚା । ନିଆଁ ଲିଭାଇଲା ଦମକଳ ବାହିନୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରେଲସିଙ୍ଗା ପଞ୍ଚାୟତର ବାହାଦୁରପିଟା ଗ୍ରାମର ତେଜରାଜ୍ ନାଏକଙ୍କ କାଜୁ ବଗିଚାରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ଦେଇଥିବା କେସିଙ୍ଗା…
Read More...

କେସିଙ୍ଗାରେ ଏଏସ୍‌ଜେ କୋର୍ଟ ପାଇଁ ଦାବି

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ତା. ୨୨.୧୦.୨୦୨୧ରିଖରେ କଳାହାଣ୍ଡି ଜିଲ୍ଲା ଜଜ୍‌ଙ୍କୁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ କି ଏକ ସିଭିଲ ଜଜ୍‌ (ସିନିୟରଡିଭିଜନ) କମ ଏଏସ୍‌ଜେ କୋର୍ଟ ପ୍ରତିଷ୍ଠା କରାଯିବ ଏବଂ ଏହାର ରିପୋର୍ଟ ତୁରନ୍ତ ଦିଆଯାଉ ।…
Read More...

କେସିଙ୍ଗା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କେସିଙ୍ଗା ବି. ଡି. ଓ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଶିବିରରେ ୧୮୮ ଜଣ ନିଜ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିଲେ ୫୪ ଜଣଙ୍କୁ ଘଟଣା ସ୍ଥଳରେ…
Read More...