ଦନ୍ତା ଆକ୍ରମଣରେ ଯୁବକ ମୃତ
କରଞ୍ଜିଆ : ଦନ୍ତା ଆକ୍ରମଣରେ ଯୁବକ ମୃତ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ୫ଟା ବେଳେ ଯୁବକ ଜଣଙ୍କ ଜଙ୍ଗଲରେ ଜଣକୁ ଖୋଜିବାକୁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ଯୁବକ ଜଣଙ୍କ ଦୌଡ଼ି!-->…
Read More...
Read More...