ମଧ୍ୟରାତ୍ରରେ ଘରପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭଷ୍ମୀଭୂତ
କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଗୁଆବାହାଲ ଗ୍ରାମର ଇନ୍ଦ୍ରମଣୀ ରଣାଙ୍କ(୬୫) ୨ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତି ଭଷ୍ମୀଭୂତ ହୋଇଛି । ଘଟଣାରୁ ଜଣାଯାଏ ଯେ ରବିବାର ରାତ୍ର ୧ଘଣ୍ଟା ସମୟରେ ଗ୍ରାମର ଇନ୍ଦ୍ରମଣୀଙ୍କ ଘରରେ ନିଆଁ ଜଳୁଥିବା ଦେଖି!-->…
Read More...
Read More...