Browsing Tag

kantabnji news

ସବୁଜ କଂଟାବାଞ୍ଜି ପ୍ରସ୍ତୁତି ପଥେ କଂଟାବାଞ୍ଜି କେଭି ମହାବିଦ୍ୟାଳୟ

କଂଟାବାଞ୍ଜି, (ମନୀଷ କୁମାର ହଂସ) : କଂଟାବାଞ୍ଜିକୁ ସବୁଜ ଓ ସୁନ୍ଦର କରିବାର ପ୍ରସ୍ତୁତି ପଥରେ କଂଟାବାଞ୍ଜିର କେଭି ମହାବିଦ୍ୟାଳୟ । ସୂଚନା ଯୋଗ୍ୟ ଯେ, ବନ ମହୋତ୍ସବ ଅବସରରେ ପୂର୍ବ ବର୍ଷ ମାନଙ୍କ ଭଳି କେଭି ମହାବିଦ୍ୟାଳୟ କଂଟାବାଞ୍ଜି ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଜାତୀୟ
Read More...

ଆଶ୍ରିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇଲେ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସପ୍ତାହନ୍ତ ତାଲାବନ୍ଦୀରେ ହରିଶଙ୍କର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏହି ଅବସରରେ ସେଠାରେ ଥିବା ଆଶ୍ରିତ ପଶୁପକ୍ଷୀ ପ୍ରାୟତଃ ମାଙ୍କଡମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ମନ୍ଦିର ବନ୍ଦ ଯୋଗୁଁ ଦର୍ଶକ ମଧ୍ୟ ଆସୁନାହାନ୍ତି ।
Read More...

କଣ୍ଟାବାଞ୍ଜିରେ ହେବାକୁ ଥିବା ମିନି ଷ୍ଟାଡିୟମକୁ ଭିଡିଓ କନଫରେନ୍ସରେ ଶିଲାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କଣ୍ଟାବାଞ୍ଜିରେ ହେବାକୁ ଥିବା ମିନିିି ଷ୍ଟାଡିୟମକୁ ଶିଲାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମଧ୍ୟାହ୍ନ ପ୍ରାୟ ୧୧.୪୫ରେ ଭିଡିଓ କନଫରେନ୍ସ
Read More...

ଚଟୁଅନକା ମାଝିପଡାରେ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସବୁଠି ତାଲାବନ୍ଦ ଥିବା ସତ୍ୱେ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମର ମାଝିପଡା ଠାରେ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଘର ଘର ବୁଲି କରୋନା ସଚେତନତା କରିଥିଲେ । ଏହି ଅବସରରେ ଶ୍ରୀ ଦାଶ ଲୋକମାନଙ୍କୁ ବିଶେଷ
Read More...

ତୁରେକେଲା ବ୍ଲକର ବିଡିଓଙ୍କ ବଦଳି ଦାବୀ କଲେ ପଂଚାୟତ ଅଧ୍ୟକ୍ଷା : ବି.ଡି.ଓ.ଙ୍କ ମନମୁଖୀ କାମ ସହ ଦୁର୍ନୀତି ଅଭିଯୋଗ…

କଂଟାବାଂଜି, (ମନୀଶ କୁମାର ହଂସ) : : ବି.ଡି.ଓ.ଙ୍କ ମନମୁଖୀ କାମ ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଂଚାୟତ ପ୍ରତିନିଧି । ବ୍ଲକ ଅଧ୍ୟକ୍ଷା ଅନୁ ଭୁଏ ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟର ବର୍ତମାନର କାର୍ଯ୍ୟରତ ବିଡିଓ ମନୋରଂଜନ ପାଣିଗ୍ରାହୀ ନିୟମିତ
Read More...

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଦାବୀରେ ୫ଦଫା ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ସରକାରୀ ଶିକ୍ଷକ ମାନଙ୍କୁ କରୋନା ଡ୍ୟୁଟି ଦିଆଯାଉଛି । ଏହି ଡ୍ୟୁଟିକୁ ଶିକ୍ଷକମାନେ ମଧ୍ୟ ସୂଚାରୁ ରୁପେ ତୁଲାଇ ଆସୁଛନ୍ତି । ଶିକ୍ଷକମାନଙ୍କୁ ରେଲବାଇ ଷ୍ଟେସନ ଓ କୋଭିଡ କେୟାର ସେଂଟରରେ ମଧ୍ୟ
Read More...

କଂଟାବାଂଜି ଏନଏସି ଦ୍ୱାରା ଅସହାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଏବଂ ବୁଲା ଗାଈ ଗୋରୁଙ୍କୁ କଂଚା ପନିପରିବା ବଂଟନ

କଂଟାବାଂଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ସାରା ଦେଶକୁ ଦୋହାଲାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଓଡିଶା କାହିଁକି କଂଟାବାଂଜି ନଗର ପାଳିକା ମଧ୍ୟ ବାଦ ପଡିନାହିଁ । ଗତ ୫/୫/୨୦୨୧ତାରିଖ ଠାରୁ ସାରା ରାଜ୍ୟରେ ସପ୍ତାହନ୍ତ ଲକ୍‌ଡାଉନ ଏବଂ ସଟଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ଥିବା
Read More...

ଇଲେକ୍ଟ୍ରିକ ଆଇରନ ସଟ ସର୍କିଟରୁ ୨ ଦୋକାନ ଭସ୍ମୀଭୁତ

କଂଟାବାଂଜି, (ମନୀଶ କୁମାର ହଂସ) : ବୁଧବାର ବିଳମ୍ବିତ ରାତିରେ ମେନ ରୋଡରେ ଥିବା ଡେ- ଲାଇଟ ଟେଲର ଦୋକାନରେ ଇଲେକ୍ଟ୍ରି ଆଇରନ ସଟ ସର୍କିଟ ହୋଇ ଦୁଇଟି ଦୋକାନ ସଂପୂର୍ଣ୍ଣ ଜଳି ଭସ୍ମୀଭୁତ ହୋଇଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗତ କାଳି ବିଲମ୍ବିତ ରାତି ପ୍ରାୟ ୨ଟା ସମୟରେ ଡେଲାଇଟ
Read More...

ମୋ କଲେଜ ପୋର୍ଟାଲ ଉଦ୍‌ଘାଟନରେ ଯୋଗଦେଲେ ଶତାଧିକ ପୁରାତନ ଛାତ୍ରଛାତ୍ରୀ

କଂଟାବାଞ୍ଜି, (ମନୀଶ କୁମାର ହଂସ) : ମୋ କଲେଜ ପୋର୍ଟାଳ ଉଦ୍‌ଘାଟନରେ ଯୋଗଦେଲେ ଶତାଧିକ ପୁରାତନ ଛାତ୍ରଛାତ୍ରୀ । କଂଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଏଲ ମାଧ୍ୟମରେ ମୋ କଲେଜ ପୋର୍ଟାଳର ଉଦ୍‌ଘାଟନ ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।
Read More...

ମହିଳା ଡିଗ୍ରି ମହାବିଦ୍ୟାଳୟ ଓ କେ.ଭି. ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଶୁଭାରମ୍ଭ

କଂଟାବାଂଜି, (ମନୀଶ କୁମାର ହଂସ) : ସ୍ଥାନୀୟ ମହିଳା ଡିଗ୍ରି ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନର ଶୁଭାରମ୍ଭ ରବିବାର ଦିନ ହୋଇଯାଇଛି । ଓଡିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ୭୫୫ଟି ସରକାରୀ, ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବି.ଇ.ଡି.କଲେଜ ଏବଂ ଆଇନ
Read More...