ତୁରେକେଲା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲୁଥିବାରୁ ସରକାରୀ କାର୍ୟ୍ୟରେ ବ୍ୟାଘାତ : ଜନସାଧାରଣରେ ଅସନ୍ତୋଷ
କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ୟ୍ୟାଳୟର ମୂଖ୍ୟ ଫାଟକରେ ସୋମବାର ଦିନ ତାଲା ଝୁଲୁଥିବାର ଦେଖାଯାଇଥିଲା । ମୂଖ୍ୟ ଫାଟକରେ ତାଲା ମରାଯାଇଥିବାରୁ ବ୍ଲକକୁ ଜରୁରୀ କାମରେ ଆସିଥିବା ଅଂଚଳବାସୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।!-->…
Read More...
Read More...