Browsing Tag

kantabanji news

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଦ୍ୱିତୀୟ ଲହରର ପ୍ରକୋପ କମିବାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ କରୋନାର ତୃତୀୟ ଲହର ଉପରେ ସଚେତନତା କରିବା
Read More...

ନୂତନ ଭାବେ ଯୋଗ ଦେଇଥିବା ଏସଡିପିଓଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଡ. ହୃଷିକେଶ ମେହେର ଯୋଗ ଦେଇଛନ୍ତି । କଣ୍ଟାବାଞ୍ଜି ବିଭିନ୍ନ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି
Read More...

ପ୍ରତ୍ୟେକ ଘରେ ଗଛଟିଏ ଅଭିଯାନର ଶୁଭାରମ୍ଭ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳରେ ଜୁଲାଇ ପହିଲାରୁ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ, ସମାଜସେବୀ, ପ୍ରକୃତିପ୍ରେମୀ, ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି ।
Read More...

ବିଭିନ୍ନ ଅଞ୍ଚଳ ବୁଲିଲେ ବିଧାୟକ ସାଲୁଜା : ଲୋକଙ୍କ ସୁଖ ଦୁଃଖ ବୁଝିଲେ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : କଣ୍ଟାବାଞ୍ଜି ବଧାୟକ ସଂନ୍ତୋଷ ସିଂହ ସାଲୁଜା ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସେମାନଙ୍କ ଦୁଃଖ ସୁଖ ଆଲୋଚନା କରି ସମସ୍ୟା ଅନୁଧ୍ୟାନ କରିଛନ୍ତି । କଣ୍ଟାବାଞ୍ଜି ଏନ୍‌ଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ଥିବା ସରକାରୀ ନେଡାଲ ୟୁପି ସ୍କୁଲ
Read More...

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଜନିତ କଟକଣା ଏବଂ ଆଗାମୀ କରୋନାର ସମ୍ଭାବ୍ୟ ତୃତୀୟ ପର୍ଯ୍ୟାୟର ମୁକାବିଲା ପାଇଁ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ(ଖ) ଏବଂ ୟୁନାଇଟେଡ୍ ଉଏ ଆଣ୍ଡ କ୍ରାପଟୋ ରିଲିଫ୍ ସଂସ୍ଥା ପକ୍ଷରୁ ରବିବାର ଡାକ୍ତରଖାନା ମାନଙ୍କୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ
Read More...

ଖୁଟୁଲୁମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ପଣ୍ଡା ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ପଣ୍ଡା ତୁରେକେଲା ବ୍ଳକ ଅନ୍ତର୍ଗତ କନ୍ଦାଗାଡ, ମହୁଲପାଟି, ସର୍ଗୁଲ
Read More...

ବିଦେଶୀ ମଦ ଦୋକାନ ସହରରୁ ସ୍ଥାନାନ୍ତର ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ମୁଖ୍ୟଛକ(ଇନ୍ଦିରା ଏବଂ ଶାସ୍ତ୍ରୀଛକ)ରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ସଂପୁର୍ଣ୍ଣ ଭାବେ ସ୍ଥାନାନ୍ତର ଦାବୀ କରିଛି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ
Read More...

ଇନ୍ଦ୍ରଧନୁ ସାହିତ୍ୟ ସଂସଦର ସାରସ୍ଵତ ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଶ୍ରାବଣ ମାସର ପ୍ରଥମ ଦିନରେ କରୋନାର ନିୟମକୁ ପାଳନ ପୂର୍ବକ ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଇନ୍ଦ୍ରଧନୁ ସାହିତ୍ୟ ସଂସଦର ସାରସ୍ଵତ ସଭା ଅନୁଷ୍ଠିତ ହୋଇଥିଲା । କବୀ ସଞ୍ଜୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା
Read More...

ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ ବିଜେଡିର ଗଣ ଧାରଣା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ କଣ୍ଟାବାଞ୍ଜି ବିଜେଡିର ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଇନ୍ଦିରାଛକ ନିକଟରେ ୨ଘଣ୍ଟିଆ ଗଣଧାରଣା ଦିଆଯାଇଛି । ଏପରିକି କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତିକୁ ପ୍ରତିବାଦ କରି ଚାଷୀ
Read More...

କଂଟାବାଂଜି ପମ୍ପୁ ତଲାବର ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବୀରେ ଦିନିକିଆ ଧାରଣା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜିର ସର୍ବ ପୁରାତନ ରେଲବାଇ ପମ୍ପୁ ତଲାବର ପୁନଃରୁଦ୍ଧାର କାର୍ଯ୍ୟରେ ଦୁର୍ନିତି ଅଭିଯୋଗ ଆଣିବା ସହ ଭିଜିଲାନ୍ସ ତଦନ୍ତ ଦାବୀରେ ସୁରଥ ବେହେରା ବୁଧବାର ଦିନ ଇଂଦିରା ଛକ ନିଜଟରେ ଦିନିକିଆ ଧାରଣାରେ ବସିଥିଲେ । ଦାବୀପତ୍ରରେ ଉଲ୍ଲେଖ ମୁତାବକ ସହରର
Read More...