Browsing Tag

kantabanji news

ଟ୍ରେନ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର : ହତ୍ୟା ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ରେଳ ଷ୍ଟେସନର ଅନତି ଦୂରରେ ଜଣେ ଯୁବକର ମୃତ ଦେହ ରେଳ ଟ୍ରାକରୁ ଆଜି ସକାଳେ କଂଟାବାଂଜି ଜି.ଆର.ପି. ପୋଲିସ ଉଦ୍ଧାର କରିଛି । କଂଟାବାଂଜି-ତୁରେକେଲା ରେଳ ସେକ୍ସନର ମାଇଲ ଖୁଂଟ ୧୬୮/୧୪ ନିକଟରେ ଏକ ଯୁବକର ମୃତ ଦେହ ପଡିଥିବା ଖବର ପାଇ
Read More...

ଓ.ବି.ସି. ମଂଚ ପକ୍ଷରୁ ପଂଚାୟତ ସିଟ୍‌ ସଂରକ୍ଷଣକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଷ କୁମାର ହଂସ) : ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସଂରପଂଚ ଓ ସମିତି ସଭ୍ୟ ତଥା୨ ଗୋଟି ଜିଲ୍ଲା ପରିଷଦ ପଦପଦବୀ ପାଇଁ ସଂରକ୍ଷଣ ବିଜ୍ଞପ୍ତି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶ ପାଇଛି । ବ୍ଲକର ୧୯ ଗୋଟି
Read More...

ନିଶାସକ୍ତ ଅବସ୍ଥାରେ ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

କଂଟାବାଂଜି, (ମନୀଷ କୁମାର ହଂସ) : ତୁରେକେଲା ବ୍ଲକ କଂଟାବାଂଜି ଥାନା ଅଧିନସ୍ଥ ଚଟୁଅନକା ଗ୍ରା.ପ.ର ମାଲିପଡା ନିବାସୀ ଜଣେ ଯୁବକ ଗତ ରାତିରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଦେଇଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଉତର ମାଝି(୨୬) ଶୁକ୍ରବାର ରାତିରେ ନିଜ
Read More...

ଫଳ ଓ ପନିପରିବା ଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ବଲାଙ୍ଗିର ଜିଲ୍ଲାର କରୁଁଆମୁଣ୍ଡା ଗ୍ରାମପଞ୍ଚାୟତର ନାରୀ ଶକ୍ତିର ସଭ୍ୟାମାନଙ୍କୁ ନେଇ ସର୍ଗିଗୁଡା ଠାରେ ଉଦ୍ୟାନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗିର ଗ୍ରାମ୍ୟ ଉଦ୍ୟୋଗ ସମିତି କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଫଳ ଓ ପନିପରିବା ଚାଷ ଉପରେ ୮ ତାରିଖ ଓ ୯
Read More...

କଣ୍ଟାବାଞ୍ଜିରେ ଅଗ୍ରସେନ ଜୟନ୍ତୀ ପାଳିତ : ମହାରାଜା ଅଗ୍ରେସେନଙ୍କ ଜୀବନୀକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ…

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଅଗ୍ରୱାଲ ସମାଜର କୁଲପିତା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ସ୍ଥାନୀୟ ଓଁକାର ମଲ ଭବନ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିଲେ । ଶ୍ରୀ କୁମାର ଅଗ୍ରୱାଲ
Read More...

ଆଧୁନିକ ଗଳ୍ପରେ ନବ ରୂପାନ୍ତରର ପ୍ରବତ୍ତକ ଥିଲେ ଗାଳ୍ପିକ ମନୋଜ ପଣ୍ଡା : କଂଟାବାଞ୍ଜି ମହାବିଦ୍ୟାଳୟ ପକ୍ଷରୁ ମନୋଜ…

କଂଟାବାଞ୍ଜି, (କେପିଏନ୍‌ଏସ୍‌) : ଆଧୁନିକ ଗଳ୍ପରେ ନବରୁପାନ୍ତରର ପ୍ରବତ୍ତକ ଥିଲେ ଗାଳ୍ପିକ ମନୋଜ ପଣ୍ଡା ମନୋଜ ପଣ୍ଡା ଓଡିଆ ଗଳ୍ପ ଜଗତରେ ଏକ ଅପୂର୍ବ ଶିହରଣ ସୃଷ୍ଟି କରିଥିଲେ । ତାଙ୍କର ଗଳ୍ପଗୁଡିକ ଥିଲା କାରୁକାର୍ଯ୍ୟ ଭରା । ସୁଚନା ଯୋଗ୍ୟ ଯେ, ସ୍ନତକୋତ୍ତର ଓଡିଆ ବିଭାଗ କଂଟାବାଞ୍ଜି
Read More...

ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁବ ଆମ୍ବେଦକର ସଂଘ ସଭାପତି : ଗାଁର ରାସ୍ତା ତିଆରି ଓ ପ୍ରବାସୀ…

କଂଟାବାଞ୍ଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ଯୁବ ଆମ୍ବେଦକର ସଂଘ ସବୁ ସମୟରେ ଜନ ମଂଗଳ କାମ ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି ଆସୁଛି । ବରଗଡ ଜିଲ୍ଲା ସୋହେଲା ସ୍ଥିତ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ଯୁବ ଆମ୍ବେଦକର ସଂଘ ସଭାପତି
Read More...

ତୁରେକେଲା ବ୍ଲକ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ପ୍ରସଙ୍ଗ : ଚାକିରିରୁ ଇସ୍ତାଫା ଦେଲେ କର୍ଲାବାହାଲି ପ୍ରାଥମିକ ସ୍କୁଲର…

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଜାଲ ସି.ଟି ଓ ଶିକ୍ଷାଗତ ସାର୍ଟିଫିକେଟ ବଳରେ ସଲାସୁତୁରା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଅଭିଯୋଗ ହେଲା ପରେ ଗୋଷ୍ଠୀ
Read More...

ମହିଳାଙ୍କ ରକ୍ତ ଦାନ

କଣ୍ଟାବାଞ୍ଜି : ରକ୍ତ ଦାନ କରି ଜଣେ ମହିଳା ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଖବର ମିଳିଛି । ସୂଚନା ଅନୁସାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ କୁର୍ଲୁବାହାଲ ଗ୍ରାମର ସଙ୍ଗୀତା ଭୁଏ(ବି ପୋଜେଟିଭ୍‌) ନାମ୍ନୀ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ରକ୍ତର ଅଭାବ
Read More...

ଆହ୍ଲାବାଦ ବ୍ୟାଙ୍କ ରାସ୍ତା ପାଲଟିଛି ଦୁର୍ଘଟଣା ଜୋନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଗୋଟିଏ ବ୍ୟବସାୟ ସହର ହୋଇଥିବାରୁ ପ୍ରତିଦିନ ପ୍ରବଳ ଜନ ସମାଗମ ହୋଇଥାଏ । ପ୍ରବଳ ଭିଡ ଯୋଗୁଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟିଥାଏ । ଆଜି ବଲାଙ୍ଗିର ରାସ୍ତାରେ ଥିବା ଆହ୍ଲାବାଦ ବ୍ୟାଙ୍କ ସମ୍ମୁଖରେ ଏକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି
Read More...