କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମହିଳା କ୍ୟାଡର ମାଓବାଦୀ
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବଲାଙ୍ଗିର ଜେଲରେ ବିଚାରଧିନ କଏଦୀ ଭାବେ ଜୀବନ କାଟୁଥିବା ମହିଳା କ୍ୟାଡର ମାଓବାଦୀ ନିର୍ମଲା ମାଝି । ଅଭିଯୋଗ ପକ୍ଷରୁ ସାକ୍ଷ ଗ୍ରହଣ ହେବାର ଥିଲା । ତେବେ ସାକ୍ଷମାନେ ନୋଟିସ ସତ୍ତ୍ବେ ମଧ୍ୟ କୋର୍ଟରେ ଉପସ୍ଥିତ!-->…
Read More...
Read More...