Browsing Tag

kantabanji news

କମେଇମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଡେଶ୍ୱର ମୁର୍ମୁ ସଭାପତିତ୍ଵ କରିଥିଲେ । ତୁରେକେଲା ଉଚ୍ଚ ବିଦ୍ୟାଳୟର
Read More...

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ ଓ ନୂତନ ଭାବେ ଚିହ୍ନଟୀକରଣ ଶିବିର ଆୟୋଜିତ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ସଭାପତିତ୍ୱରେ ଉଦଘାଟନୀ ସଭାରେ ଜଳନ୍ଧର
Read More...

ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଜାତୀୟ ସିକିଲ ସେଲ ଏନିମିଆ ନିରାକରଣ କାର୍ଯ୍ୟକ୍ରମ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ତଥା
Read More...

ମାନ୍ଦଲା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାଡେଶ୍ୱର ମୁର୍ମୁ, ପ୍ରଧାନ ଶିକ୍ଷକ,
Read More...

ଜୁନିୟର ରେଡକ୍ରସ ପରାମର୍ଶ ଦାତାଙ୍କ କର୍ମଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟରେ ଉଭୟ ତୁରେକେଲା ଓ ବେଲପଡା ବ୍ଲକର ଜୁନିୟର ରେଡକ୍ରସ ପରାମର୍ଶ ଦାତାମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ତୁରେକେଲା ଗୋଷ୍ଠୀ ଶିକ୍ଷା
Read More...

ଦାଦନ ଶ୍ରମିକଙ୍କ ମୃତ୍ୟୁ : ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ମୁଖ୍ୟ ରାସ୍ତାରେ ଶବ ରଖି ବିରୋଧ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର । ଶ୍ରମିକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ପ୍ରକାଶ ଥାଉ କି ଲଖନା ଥାନା ଅଞ୍ଚଳର ବାଞ୍ଛାନିଧି କୈବର୍ତ୍ତ (ମାଖନୁ) (୪୩) ଗତ ସୋମବାର ଦିନ ଦାଦନ ଖଟିଯିବା ପାଇଁ
Read More...

ମିଡ ଟାଉନ ମଦ ଦୋକାନ ସିଲ କଲା କଂଟାବାଂଜି ପୋଲିସ ଓ ଅବକାରୀ ବିଭାଗ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ରହିଛି ମିଡ ଟାଉନ ମଦ ଦୋକାନ । ଗତ ଦୁଇବର୍ଷରୁ ଅଧିକ ସମୟ ହେଲା କୋର୍ଟରେ ମିଡ ଟାଉନ ନାମରେ ମାମଲା ବିଚାରାଧୀନ ରହିଛି । ଏହି ମଦ ଦୋକାନର ଲାଇସେନ୍ସ ରିନୁଆଲ ହୋଇନଥିବାରୁ ଦୋକାନରେ ଥିବା ମଦ ଜବତ କରିଛି ଅବକାରୀ
Read More...

୨ ଶିଶୁ ସମେତ ୧୫ ଜଣ ଶ୍ରମିକ ଉଦ୍ଧାର : ବିଜୟୱାଡାକୁ ପରିବହନ ଉଦ୍ୟମ ପଣ୍ଡ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅବୈଧ ଶ୍ରମିକ ଚାଲାଣ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୋଲିସ ବୁଧବାର ତୁରେକେଲା ଅଞ୍ଚଳରୁ ୨ ଶିଶୁ ସମେତ ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ବଲାଙ୍ଗିର ଜିଲ୍ଲା ଲାଠୋର, ଟିଟିଲାଗଡ଼ ଏବଂ ପାଟଣାଗଡ଼
Read More...

ବେଆଇନ ଜୁଆ ଆଡ୍ଡାରେ ଚଢାଉ : ୧୧ ଜଣ ଗିରଫ

ନଗଦ ଏବଂ ଯାନବାହାନ ଜବତ, ମୁଖ୍ୟ ଆୟୋଜକ ଫେରାର୍ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅବୈଧ ଜୁଆ କାର୍ଯ୍ୟକଳାପ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଣ୍ଟାବାଞ୍ଜି ପୋଲିସ ୧୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ନଗଦ, ଯାନବାହାନ ଏବଂ ମୋବାଇଲ୍ ସମେତ ଅନେକ ଅପରାଧିକ ସାମଗ୍ରୀ
Read More...

ତୁରେକେଲା ଆଶ୍ରମରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଭଗବାନ ବିର୍ସାମୁଣ୍ଡାଙ୍କ ଏକଶତପଚାଶ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ତୁରେକେଲା ସରପଞ୍ଚ ଜଳନ୍ଧର
Read More...