Browsing Tag

kantabanji news

ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଉଦ୍‌ଯାପିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ପ୍ରକୃତିବଂଧୁ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର୧୫
Read More...

ରାମୋଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିମନ୍ତ୍ରିତ ଅତିଥି
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଭାଗବତ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ବଲାଙ୍ଗିର ଶାଖା ପକ୍ଷରୁ ଭାଗବତ ଜୟନ୍ତୀ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି । ଶାଖାର ସଂପାଦକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ପରିଷଦର ବରିଷ୍ଠ ସଭ୍ୟ ରାମଚନ୍ଦ୍ର ପଟେଇ
Read More...

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜୁନିୟର ରେଡକ୍ରସ
Read More...

ବଜ୍ରାଘାତରେ ଯୁବକ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ଥାନା ଅନ୍ତର୍ଗତ ଘୁନେଶ ଗ୍ରାମ ପଞ୍ଚାୟତର ବାନ୍ଧନପାଲି ଗାଁର ଜୈନିକ ଯୁବକ ସୁନାଧର ପୁଞ୍ଜି ଘରୁ ବାହାରି ଗାଁ ପାଖ ପେଣ୍ଡ୍ରା ବନ୍ଧ ଜଳ ପ୍ରପାତକୁ କାଠ ଡ଼ଙ୍ଗାରେ ମାଛ ମାରିବାକୁ ଡ୍ୟାମ ଭିତରକୁ ପ୍ରବେଶ କରି ମାଛ ମାରୁଥିଲେ । ଅପରାହ୍ନରେ ହଠାତ
Read More...

ରାସ୍ତାକଡ଼ରୁ ଝୁଲନ୍ତା ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଥାନା ଧାମନ ଡ଼ଙ୍ଗା ମୁଖ୍ୟ ରାସ୍ତକଡ ପ୍ରାୟ ୧୦୦ ମିଟର ଦୂର ଗୋଟିଏ ଗଛ ବୁଦା ମୂଳରୁ ଏକ ଗଳିତ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ଶବ ଜବତ କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣି
Read More...

କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ଡାକରା : ଶାନ୍ତି ଶୃଙ୍ଖଳାର ସହ କଂଟାବାଂଜି ଓ ତୁରେକେଲାରେ ବନ୍ଦ ସଫଳ

କଂଟାବାଂଜି, (ଗୁରୁଦୟାଲ ହଂସ) : କୋଶଲ ମୁକ୍ତି ମୋର୍ଚ୍ଚା ଏବଂ କୋଶଲ ସେନାର ଆହ୍ୱାନକ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ପରିପ୍ରେକ୍ଷୀରେ କଂଟାବାଂଜି ସହର ଏବଂ ତୁରେକେଲା ବ୍ଲକ ସଦର ମହକୁମାରେ ବୁଧବାର ଦିନ ବନ୍ଦ ପାଳିତ ହୋଇଯାଇଛି । କଂଟାବାଂଜି ସହରରେ ସକାଳ ପ୍ରାୟ ୬ ଘଂଟାରୁ ବନ୍ଦ ପାଳନ
Read More...

ବ୍ଲକସ୍ତରୀୟ ପ୍ରଭାତ ଫେରି ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆଜି ପବିତ୍ର ଗୁରୁଦିବସ ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତୁରେକେଲା ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତୁରେକେଲା ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ଆରମ୍ଭ ହୋଇଯାଇଛି । ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ଚାଲିଛି ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ
Read More...

କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନାର ଖବରଦାତା ସମ୍ମିଳନୀ : ସ୍ୱତନ୍ତ୍ର କୋଶଲ ରାଏଜ ଦାବୀରେ ସେପ୍ଟେମ୍ବର ୭…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ରବିବାର ସନ୍ଧ୍ୟା ସାଢେ ଛଅଟାରେ ସ୍ୱତନ୍ତ୍ର କୋଶଲ ରାଏଜ ଦାବୀ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନାର ମିଳିତ ଖବରଦାତା ସମ୍ମିଳନୀରେ ଆଗାମୀ ସେପ୍ଟେମ୍ବର
Read More...