Browsing Tag

kantabanji news

ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ରୋଡ ନଂ ୩ରେ ଥିବା ସରକାରୀ ଖୁଚୁରା ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ରଠାରେ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ
Read More...

ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସରକାରୀ ଡାକ୍ତରଖାନା ପରିଦର୍ଶନ କଲେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରୋଗୀ କଲ୍ୟାଣ ବିଭାଗ ସହ ଆଲୋଚନା କରି ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ସରକାରୀ ଡାକ୍ତରଖାନାର ପରିଦର୍ଶନ କରିଛନ୍ତି ।
Read More...

କଂଟାବାଂଜିରେ ବାଳାଶ୍ରମ ଉଦ୍‌ଘାଟିତ

ଦାଦନ ଶ୍ରମିକ ଚାଳାଣ ଅଂଚଳରେ ଅନାଥ ଶିଶୁଙ୍କ ପାଇଁ ଏକ ଉତ୍ତମ ଶିକ୍ଷାନୁଷ୍ଠାନ ହୋଇପାରିବ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ନୂତନ ଭାବେ ସୋମବାର ଅପରାହ୍ନରେ ବାଳାଶ୍ରମ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏନଏସି ପାର୍କ ପରିସରରେ ଉଦ୍‌ଘାଟିତ ହୋଇଛି
Read More...

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁ ଦିବସ ପାଳନ ଅବସରରେ ବିଜ୍ଞାନ ମେଳା ଓ ପ୍ରତିଯୋଗିତା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର କଂଟାବାଂଜି ସହରରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସୋମବାର ଦିନ ଶିଶୁ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ
Read More...

ମୋ କଲେଜ ଅଭିଯାନରେ କଂଟାବାଂଜି ଭୋକେସ୍ନାଲ କଲେଜରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଭୋକେସ୍ନାଲ କଲେଜରେ ମୋ କଲେଜ ଅଭିଯାନ ଯୋଜନାରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସୋମବାର ଦିନ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କଲେଜର ପୁରାତନ ଛାତ୍ର ଆଲୁମିନି ତଥା ଆଇଏସ(ଡାଇରେକ୍ଟର, ପରିବାର ମଂଗଲ
Read More...

ରାସ୍ତାକଡରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଗଛ : ସାଧାରଣରେ ଅସନ୍ତୋଷ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍ କାର୍ଯ୍ୟାଳୟକୁ ଯିବା ରାସ୍ତା ସମ୍ମୁଖରେ ଏକ ଶୁଖିଲା ବୃକ୍ଷ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଉକ୍ତ ବୃକ୍ଷଟି ଯେକୌଣସି ସମୟରେ ମଧ୍ୟ ପଡିଯିବାର ସମ୍ଭାବନା ରହିଛି । ବିଭିନ୍ନ ଗାଁରୁ ଏହି
Read More...

ସର୍ବଭାରତ ସ୍ତରରେ ବିରଞ୍ଚି ନାରାୟଣ ଦାଶ ଶ୍ରେଷ୍ଠ ସଂଗଠକ ଭାବେ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଭାରତ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନଭେମ୍ବର ୧୨ରୁ୧୪ ତାରିଖ ତିନିଦିନ ବ୍ୟାପି ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲା ସ୍ଥିତ ବୀର ଭଗତସିଂ ୟୁଥ ହଷ୍ଟେଲର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ
Read More...

ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବାହାବଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବେଲପଡ଼ା ବ୍ଲକ
Read More...

ଚଳନ୍ତା ଟ୍ରେନ୍‌ରେ ଚଢିବା ବେଳେ ଖସିପଡ଼ି ଯୁବକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରେ ଚଢୁଥିବା ବେଳେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ,
Read More...

ଅର୍ଜୁନୀ ନଦୀ କୂଳରେ ବଡ ଭାଇର ଜୀବନ ନେଲା ମଝିଆ ଭାଇ

କଂଟାବାଂଜି, (ଗୁରୁଦୟାଲ ହଂସ) : ଅର୍ଜୁନୀ ନଦୀ କୂଳରେ ବଡ ଭାଇର ଜୀବନ ନେଲା ମଝିଆ ଭାଇ । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କନ୍ଦେଇ ପଂଚାୟତର କନ୍ଦେଇ ଗାଁରେ । ଘଟଣାସ୍ଥଳର ଅନୁସଂଧାନରୁ ଜଣାଯାଏ ଯେ, ଫୁଲ ପ୍ରସାଦ ବାଗ(୩୫) ପିତା- ଚେରୁ ବାଗ ମଂଗଲବାର ସକାଳୁ
Read More...