ଶ୍ରୀରାମ ନବମୀ ପାଳନ ନେଇ ପୋଲିସ ଏବଂ ପୂଜା କମିଟିର ଶାନ୍ତି ବୈଠକ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଆସନ୍ତା ୩୦ ମାର୍ଚ୍ଚ ଦିନ ହେବାକୁ ଥିବା ଶ୍ରୀରାମ ନବମୀ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନେଇ ସ୍ଥାନୀୟ ପୋଲିସ ଏବଂ ପୂଜା କମିଟି ମଧ୍ୟରେ ଏକ ବୈଠକ ସୋମବାର ସଂଧ୍ୟାରେ ଅଭ୍ୟର୍ଥନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...