Browsing Tag

kantabanji news

ଅଘୋଷିତ ବିଦ୍ୟୁତ କାଟ ନେଇ ବିଜେପିର ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭାରତୀୟ ଜନତା ପାର୍ଟି ଦ୍ୱାରା ଟାଟା ପାୱାରର ଅଘୋଷିତ ବିଦୁତ୍‌ କାଟକୁ ନେଇ ଗୁରୁବାର ସଂଧ୍ୟାରେ ସ୍ଥାନୀୟ ବିଦ୍ୟୁତ୍‌ ସେକ୍ସନ ଅଫିସ ସମ୍ମୁଖରେ ୨ ଘଂଟିଆ ପ୍ରତିବାଦ ସଭା କରାଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଓଡିଶା
Read More...

ବିଶ୍ୱ ରକ୍ତଦାତା ଦିବସରେ ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱର ଆନୁକୂଲ୍ୟରେ ରେଡକ୍ରସ ଭବନରେ ରାଜ୍ୟସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ରକ୍ତ ନାୟକ ସମ୍ମାନ
Read More...

ଜଂଗଲ ବିଭାଗ ଓ ତାଲୁକ ଆଇନ ସେବା କମିଟି ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ

କଂଟାବାଂଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜଦ୍ୱାରା ସୋମବାର ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଭୀଷଣ ଖରା ଯୋଗୁଁ ପୂର୍ବାହ୍ନରେ କଂଟାବାଂଜି ଫରେଷ୍ଟ ସେକ୍ସନ ଅଧିନସ୍ଥ ହିଆଁଲ ପଂଚାୟତ ଢୁଷାମୁଣ୍ଡା ଗାଁରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ
Read More...

୩ ଦିନରେ ପହଂଚିଲା ସମୂହ କାର୍ଯ୍ୟବନ୍ଦ ଅମଲା ସଂଘର ଧାରଣା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଅଧିନସ୍ଥ କଂଟାବାଂଜି, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ଜୁନ ୧ ତାରିଖରୁ ସମୂହ ଛୁଟି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମୂହ ଛୁୁୁୁୁୁୁୁୁୁୁୁୁୁୁୁୁୁଟି ଶନିବାର ୩
Read More...

୫ଟି ଯୋଜନାରେ ନିର୍ମିତ ‘ଆମ ହସ୍ପିଟାଲ୍‌’କୁ ପରିଦର୍ଶନ କଲେ ଉପଜିଲ୍ଲାପାଳ ଓ ଭାରପ୍ରାପ୍ତ ସିଡିଏମ୍‌ଓ

ଇନଚାର୍ଜ ଡାକ୍ତରଙ୍କ ଦାୟିତ୍ୱହୀନତାକୁ ନେଇ ବିରକ୍ତି ପ୍ରକାଶ କଲେ ଉପଜିଲ୍ଲାପାଳଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ମୃତ ଶିଶୁଙ୍କ ବାପା କଂଟାବାଂଜି, (ଗୁରୁଦୟାଲ ହଂସ) : ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଗତକାଲି କଂଟାବାଂଜି ଡାକ୍ତରଖାନାକୁ ଆସି ୫ଟି ଯୋଜନାରେ ନିର୍ମିତ
Read More...

କିଡ଼୍‌ନି ରୋଗୀଙ୍କୁ ରକ୍ତଦାନ କରି ସହାୟତା କଲା ଜାଗୃତି ଚାରିଟେବୁଲ ଫାଉଣ୍ଡେସନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନ୍ଧନପାଲି ଗାଁର ଲଲିତା ଧରୁଆ (୩୫) କିଡ଼୍‌ନି ରୋଗରେ ପିଡିତ ଥିବା ବେଳେ ତାଙ୍କୁ ବି ପୋଜିଟିଭ ରକ୍ତ ଦରକାର ପଡିଥିଲା । ଏହି ଖବର ପାଇବା ପରେ ତୁରେକେଲା ବ୍ଲକ ମହୁଲପାଟି
Read More...

ରେଳ ଧାରଣାରୁ ମିଳିଲା ଶ୍ରମିକଙ୍କ ମୃତଦେହ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରେଳ ଧାରଣାରୁ ଦାଦନ ଶ୍ରମିକଙ୍କ ମୃତଦେହ ଠାବ ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ଝୁପଡିପଡ଼ାର ନିତ୍ୟାନନ୍ଦ ଶଗରିଆ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ କିଛି
Read More...

ବିଜୁ ଜନତା ଦଳର ମହିଳା ସମାବେଶ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଜିଲ୍ଲା ପରିଷଦ ଜୋନ୍‌ ନଂ.୧୦ ଅନ୍ତର୍ଗତ ତୁରେକେଲାରେ ଶୁକ୍ରବାର ଦିନ ବିଜେଡିର ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ସମାବେଶରେ ଜୋନ୍‌ ନଂ.୧୦ର ଶତାଧିକ ମହିଳାମାନେ ଅଂଶଗ୍ରହଣ କରିଥିଲେ ।
Read More...

କଂଟାବାଂଜି ତହସିଲ ଅଫିସରେ ଅମଲା ସଂଘର କଳା ବ୍ୟାଚ୍‌ ପିନ୍ଧି ୫ମ ଦିନରେ ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟ ଅମଲା ସଂଘର ଆହ୍ୱାନକ୍ରମେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାମାନେ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିବାର ଶୁକ୍ରବାର ଦିନ ୫ମ ଦିନରେ ପହଂଚିଛି । ଗତ ତା.୨୨.୦୫.୨୦୨୩ରୁ ଆରମ୍ଭ ହୋଇଥିବା ପ୍ରତିବାଦ ଆସନ୍ତା ୩୧
Read More...

ଅବକାରୀ ବିଭାଗ ଦ୍ୱାରା ୨୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ଥାନା ଦ୍ୱାରା ସୋମବାର ଦିନ ପେଟ୍ରୋଲିଂ ବେଳେ କଂଟାବାଂଜି ଥାନା କୁକୁଡାହାଡ ଗ୍ରାମରେ ବେଆଇନ ଭାବେ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି । ବେଆଇନ ମଦ ବିକ୍ରି କରୁଥିବା
Read More...