Browsing Tag

kantabanji news

କଂଟାବାଂଜି ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଓ ନୂତନ ଛାତ୍ରୀଙ୍କ ସ୍ୱାଗତ ସମାରୋହ ସଭା

ମହିଳାମାନଙ୍କୁ ଉଚ୍ଚ ଶିକ୍ଷିତା କରି ଗଢି ତୋଲିବା ସ୍ୱପ୍ନ ସାକାର ହୋଇଛି : ବିଧାୟକ ସାଲୁଜାଓଡିଶାର ଦ୍ୱିତୀୟ ବାଣିଜ୍ୟ ପ୍ରତିଷ୍ଠା ହୋଇଥିବା ଓ ପ୍ରଥମ ଡ୍ରେସ କଲେଜ ଥିବା କଲେଜ କଂଟାବାଂଜି, (ଗୁରୁଦୟାଲ ହଂସ) : ବାଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ
Read More...

ଅବକାରୀ ବିଭାଗ ଦ୍ୱାରା ୪ କେଜି ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ରେଂଜ ଅଧୀନସ୍ଥ ସିନ୍ଧେକେଲା ଥାନା ସାଲେମୁଡୁଗା ଗାଁରେ ୪ କେ.ଜି. ୫୦୦ଗ୍ରାମ ଗଂଜେଇ ଶୁକ୍ରବାର ଦିନ ଜବତ କରି ଅଭିଯୁକ୍ତ କାର୍ତିକ ସୁନାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ
Read More...

ତୁରେକେଲା ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସ୍ମାରକ ପତ୍ର ପ୍ରଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ନେତୃତ୍ୱରେ ସାରା ରାଜ୍ୟରେ ସ୍ମାରକପତ୍ର ପ୍ରଦାନ ଅବସରରେ ତୁରେକେଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାରଙ୍କ ଉର୍ଦ୍ଦେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ
Read More...

କଂଟାବାଂଜିରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ଜି.ଆର. ପ୍ୟାଲେସରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଆଦିବାସୀ ସଂଘ ଓ ଆବାହକ ଜିଲ୍ଲା ଆଦିବାସୀ ସଂଘ ତରଫରୁ ଏହି ଦିବସ ପାଳିତ ହୋଇଛି । ଏହି
Read More...

୪ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ ଘଟଣା : ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ପୋସ୍କୋ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଅଧିନସ୍ଥ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲର ପରିଚାଳନା କମିଟି ସଭାପତି ଅଧ୍ୟୟନରତା ୪ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପାଇଖାନାରେ ଅକାରଣେ ମଂଗଲବାର ଦିନ ବନ୍ଦ କରିଦେଇଥିଲେ । ତେବେ ସେହି ଘଟଣାକୁ ନେଇ ଛାତ୍ରୀ ଓ
Read More...

ଅବକାରୀ ବିଭାଗ ଦ୍ୱାରା କଂଟାବାଂଜି ରେଲବାଇ ଷ୍ଟେସନରୁ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମଂଗଲବାର ଦିନ ସ୍ଥାନୀୟ ରେଲବାଇ ଷ୍ଟେସନ ପ୍ଲାଟ ଫର୍ମ ନଂ.୧ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩କେଜି ୭୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ
Read More...

କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀ ମାଟିରେ ୫-ଟି ସଚିବ

 ରାଣୀପୁର ଝରିଆଲରୁ ହେଲିକେପ୍ଟର ଯୋଗେ ଆସି ଗୁରୁଣ୍ଡାରେ ବିରାଟ ଅଭିଯୋଗ ଶୁଣାଣି ମଂଦିର, ମସଜିଦ, ଗୀର୍ଜା, କମ୍ୟୁନିଟି ସେଂଟର ପାଇଁ ଅନୁଦାନର ଅଭାବ ରହିବ ନାହିଁ, ଭଲ କାମ କଲେ ଆହୁରି ମିଳିବ ଅନୁଦାନ କୃଷକମାନଙ୍କ ପାଇଁ ଅନେକ ଯୋଜନା, କୃଷକ ହସିଲେ ଦେଶ ହସିବ, ବିନା ସୁଧରେ ୫ ଲକ୍ଷ
Read More...

ସାମ୍ବାଦିକ ସଂଘ ତରଫରୁ ଲୋକସଭା ସାଂସଦକୁ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ସର୍ବ ପୁରାତନ ସାମ୍ବାଦିକ ସଂଘ ପକ୍ଷରୁ ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଏକ ଦାବୀପତ୍ର ସଂଘର ପ୍ରତିନିଧିଙ୍କ ଦ୍ୱାରା ପ୍ରଦାନ କରାଯାଇଛି । କଂଟାବାଂଜି ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା
Read More...

ଅମୃତ ଭାରତ ଯୋଜନାରେ ସାମିଲ ହେଲା କଂଟାବାଂଜି ରେଳ ଷ୍ଟେସନ

ଭର୍ଚ୍ଚୁଆଲ ମୋଡରେ ୫୦୮ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀକଂଟାବାଂଜିରେ ୱାଗନ ଫ୍ୟାକ୍ଟ୍ରି ନିର୍ମାଣ, ପମ୍ପୁ ତଲାବର ପୁନଃଉଦ୍ଧାର, ୭୫୦ ଏକର ରେଳ ଜମିର ହେବ ବିକାଶ : ସାଂସଦ ଶ୍ରୀମତୀ ସିଂହଦେଓଙ୍କ ପ୍ରସ୍ତାବ କଂଟାବାଂଜି, (ଗୁରୁଦୟାଲ ହଂସ) : କେନ୍ଦ୍ର ସରକାରଙ୍କ ଅମୃତ ଭାରତ
Read More...

ହାତୀ ଆକ୍ରମଣରେ ଗୁରୁତର ହୋଇ ପ୍ଲାଣ୍ଟଟେସନ୍‌ ୱାଚର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଂଜି ରେଂଜ ଅନ୍ତର୍ଗତ ତୁରେକେଲା ପଟେଲମୁଣ୍ଡାଠାରେ ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରତର ବ୍ୟକ୍ତି ଜଣକ ତୁରେକେଲା ସେଲ୍‌ମା ଗ୍ରାମର ନିବାସୀ ତଥା ବନ
Read More...