Browsing Tag

kantabanji news

ବୃଦ୍ଧା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ : ୪ ଗିରଫ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଉପକଣ୍ଠ ଡୁମେରଚୁଆଁ ଗ୍ରାମରେ ଗୁରୁବାର ରାତିରେ ଜଣେ ବୃଦ୍ଧା ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ହିଆଁଲ ପଂଚାୟତର ଡୁମେରଚୁଆଁ ଗାଁର ଜଣେ ୬୫ବର୍ଷ
Read More...

ବିଦ୍ୟୁତ୍‌ ଆଘାତରୁ ଅଳ୍ପକେ ବର୍ତିଲେ ବାପା ମାଆ ଛେଉଣ୍ଡ ନାବାଳକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ୱାର୍ଡ ନଂ. ୧୪ ଆଶ୍ରମପଡ଼ାର ଜଣେ ୧୦ ବର୍ଷର ବଙ୍କଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଥିବା ଏକ ଲୁହା ଇଲେକ୍ଟ୍ରିକ ଖୁଂଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଖୁଂଟରେ ଲାଗି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏହି ଘଟଣା ବେଳେ
Read More...

ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ଆଜି ସ୍ୱାଭିମାନ ପଦଯାତ୍ରା ହୋଇଯାଇଛି । ପ୍ରଥମେ କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ଦେଇ ଇନ୍ଦିରା ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହି
Read More...

କଂଟାବାଂଜି ସବ୍‌ ଜେଲର ଓ ୱେବ୍‌ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ସଂଘ କଂଟାବାଂଜିର ଖବରଦାତା…

• ୨ ମାସ ପୂର୍ବରୁ ସଂପୃକ୍ତ ୱେବ ସାମ୍ବାଦିକ ସଂଘରୁ ବହିଷ୍କୃତ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସାମ୍ବାଦିକ ସଂଘ ତରଫରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ପି.ଡବ୍ଲୁ.ଡି. ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । କଂଟାବାଂଜି ସବ୍‌ ଜେଲର
Read More...

ସାମ୍ବାଦିକଙ୍କ ମୁଣ୍ଡ ଦାବୀ କରିବା ଘଟଣା : ରୋହନ ମହତ ଓ ତୁଲସୀରାମ ଜଗତ ୨ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଜେଲରଙ୍କ…

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସବ୍‌ ଜେଲରଙ୍କୁ ଦୁଇ ଜଣ ବ୍ୟକ୍ତି ୨ ଲକ୍ଷ ଟଙ୍କା ଦାବୀ କରିବା ସହିତ ଆଦିବାସୀ ମହିଳା ବୋଲି ଆକ୍ଷେପ କରିଥିବା ଅଭିଯୋଗରେ କଂଟାବାଂଜି ସବ୍‌ ଜେଲର ବକାଶ ଲତା ବାରୁ ଥାନାରେ ଏକ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁଲସୀରାମ ଜଗତ ଓ
Read More...

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ୱାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦ ପାଳନରେ ସମସ୍ତ
Read More...

ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱତନ୍ତ୍ର ଜିଲ୍ଲା ଦାବୀ ନେଇ ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେଉଥିବା ବେଳେ ଏଥିରେ ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀ ସାମିଲ ହୋଇଥିବା ଜଣାପଡିଛି । ବନ୍ଦ ବେଳେ ସମସ୍ତ
Read More...

କଣ୍ଟାବାଞ୍ଜି ବନାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବନବିଭାଗ ପକ୍ଷରୁ ବନ ସୁରକ୍ଷା ସମିତି ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବନାଧିକାରୀ ଶ୍ରଦ୍ଧାଦେବ ବଡମାଲିଙ୍କ ସଭାପତିତ୍ୱରେ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାସ ସଭା
Read More...

ତୁରେକେଲା ବ୍ଲକରେ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ କ୍ଳଷ୍ଟରରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଚଳିତ ମାସର ତୃତୀୟ ଶନିବାର ମାନ୍ଦଲା କ୍ଲଷ୍ଟରର ବୈଠକ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟଠାରେ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟଠାରେ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଏଛି । ସମ୍ବାଦ ପ୍ରତିନିଧିଙ୍କ ଦ୍ଵାରା ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏପଟେ ଆମ୍ବେଦକର ଯୁବ
Read More...