Browsing Tag

kantabanji news

ଖବରଦାତା ପ୍ରକାଶ ମହାରଣାଙ୍କ ବିୟୋଗରେ ଶୋକସଭା : ସରକାରୀ ସହାୟତା ପାଇଁ ଦାବୀ, ସାଂବାଂଦିକ ସଂଘ କଂଟାବାଂଜି କଲ୍ୟାଣ…

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଯୁବ ସାଂବାଦିକ ପ୍ରକାଶ ମହାରଣା(୪୫)ଙ୍କ ଅକାଳ ବିୟୋଗରେ ସାଂବାଂଦିକ ସଂଘ କଂଟାବାଂଜି ତରଫରୁ ଏକ ଶୋକସଭା ବୁଧବାର ଦିନ ସ୍ଥାନୀୟ ସାଂବାଦିକ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଢୋଲମାନ୍ଦଲର ଅନାଥ ଶିଶୁଙ୍କ ପାଖରେ ପହଂଚିଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : ଗତ ଡିସେମ୍ବର ୩୦ ତାରିଖ ଦିନ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁର ଆଈଙ୍କ ଭରସାରେ ୫ ମା’ବାପା ଛେଉଣ୍ଡ ନାତିନାତୁଣୀ ଦୁର୍ଦ୍ଦିନରେ ରହୁଥିବା ଖବର ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ପ୍ରଶାସନ ପାଖରେ ଖବର ପଂହଚିବା ପରେ ପ୍ରଶାସନ ପକ୍ଷରୁ
Read More...

ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ମେଡିକାଲ ଓ ନିଟ୍‌ରେ ସଂରକ୍ଷଣକୁ ସ୍ୱାଗତ : ରାଜ୍ୟ ଶିକ୍ଷା…

କଂଟାବାଂଜି, (ମନିଶ କୁମାର ହଂସ) : ସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ଝିଅ ପୁଅ ପଢିବାର ବାଧ୍ୟତା ମୂଳକ ସ୍ୱତନ୍ତ୍ର ଆଇନ ହେବା ଉଚିତ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ସଂଘର୍ଷ ମହାସଂଘର ରାଜ୍ୟ ସଂଯୋଜକ ସୁରଥ ବେହେରା ୨୦୧୮ ଅକ୍ଟୋବର ୨ ଗାନ୍ଧୀ
Read More...

ସାଂବାଦିକ ସଂଘର ନୂତନ ବର୍ଷ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ

କଂଟାବାଂଜି, (ମନିଶ କୁମାର ହଂସ) : ସାଂବାଦିକ ସଂଘ କଂଟାବାଂଜିର ନୂତନ ବର୍ଷ ପାଳନ ଅବସରରେ ବନ୍ଧୁ ମିଳନ ଏବଂ ବଣ ଭୋଜି ଡୁମେରଚୁଆଁ ସ୍ଥିତ ଏମ.ଆଇ. ପ୍ରୋଜେକ୍ଟରେ ରବିବାର ଦିନ ହୋଇଯାଇଛି । ଏହି ଅବସରରେ ସଂଘର ସଭ୍ୟ ଥିବା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଏବଂ କଂଟାବାଂଜି ସହରାଂଚଳର
Read More...

ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ତୁରେକେଲା ରାସ୍ତାରେ ଦାବିରୀ ନିକଟରେ ଏକ ଗୋହରିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ତେବେ ମୃତ ଯୁବକଙ୍କ ବୟସ ୨୪ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗାଁ ଲୋକେ ଗଛରେ
Read More...

ନୂତନ ବର୍ଷ ୨୦୨୧ରେ ବିଧାୟକ ସାଲୁଜା ନିର୍ବାଚନ ମଣ୍ଡଳିର ବିଭିନ୍ନ ମଂଦିର ବୁଲି ଆଶୀର୍ବାଦ ଭିକ୍ଷା କଲେ

କଂଟାବାଂଜି, (ମନିଶ କୁମାର ହଂସ) : ନୂତନ ବର୍ଷ ୨୦୨୧ରେ ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସହ ମଂଦିର ଗୁଡିକ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ପ୍ରାତଃ ସମୟରୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମଂଦିରକୁ ଦର୍ଶନ କରିବାକୁ ଯାଇ ମଂଦିର ପରିଚାଳନାର ସଭ୍ୟମାନଙ୍କ ସହ
Read More...

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱତନ୍ତ୍ର ଉପକରଣ ବଂଟନ ପାଇଁ ଚିହ୍ନଟ ଶିବିର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଓ କଂଟାବାଂଜି ଏନ.ଏ.ସି. ଅଂଚଳର ଭିନ୍ନକ୍ଷମ ଓ ବରିଷ୍ଠ ନାଗରୀକ ମାନଙ୍କୁ ସ୍ୱତନ୍ତ୍ର ଉପକରଣ ବଂଟନ ପାଇଁ ଗୁରୁବାର ଦିନ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଟିଫିସିଏଲ ଲିମ୍ବ୍ସ
Read More...

ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ଓୟୁଜେର ପୂର୍ବତନ ସଭାପତି ଶଙ୍କର ମିଶ୍ରଙ୍କ ବିୟୋଗରେ ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ): ବଲାଙ୍ଗିର ଜିଲ୍ଲାର ବରିଷ୍ଠ ଖବରଦାତା ତଥା ଓଡିଶା ରାଜ୍ୟ ୟୁନିୟନ ଅଫ୍‌ ଜୋର୍ନାଲିଷ୍ଟର ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ସାଂବାଦିକ ସଂଘ କଂଟାବାଂଜି ଦ୍ୱାରା ଏକ ଶୋକ ସଭା ଆଜି ସନ୍ଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ
Read More...

କଂଟାବାଂଜି ମାଳି ସମାଜ ଯୁବ ସଂଗଠନ ଗଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସ୍ଥିତ କୋଶଲେଶ୍ୱର ମାଳି ସମାଜ ଭବନରେ ବୁଧବାର ଅପରାହ୍ନରେ ସମାଜର ଯୁବକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସମାଜର ସଭାପତି ଶେଷଦେବ ପୁଟେଲ ସଭାପତିତ୍ୱ କରିଛନ୍ତି । ସଭାରେ କଂଟାବାଂଜି ଏନ.ଏ.ସି.ସ୍ତରୀୟ ଯୁବ ସଂଗଠନ ଗଠନ
Read More...

କିସ୍‌ ଅଧ୍ୟୟନରତ ତୁରେକେଲା ଛାତ୍ରୀଛାତ୍ରଙ୍କୁ ୭ମ ପର୍ୟ୍ୟାୟ ଶୁଖିଲା ଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) - ଭୁବନେଶ୍ୱର କିସ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ତୁରେକେଲା ବ୍ଲକର ଛାତ୍ରୀଛାତ୍ର ମାନଙ୍କୁ ବୁଧବାର ଦିନ ୭ମ ପର୍ୟ୍ୟାୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ତୁରେକେଲା ବ୍ଲକର ଢୋଲମାନ୍ଦଲ, କୁଇବାହାଲ, ମହୁଲପାଟି, ବଡଡକଲା, ହିଆଁଲ, ଝରଣି ଧାମନଡଙ୍ଗା,
Read More...