ଅଭାବନୀୟ ଘଟଣା : ଖେଳୁଥିବା ବେଳେ ସ୍କୁଲ ପାଚେରି ଭୁଷୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ
କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପେଟାପାଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍କୁଲ୍ ବନ୍ଦ ରହିଥିବା ବେଳେ କିଛି ପିଲା ବେଲକଟି ୟୁପି ସ୍କୁଲ ମୁଖ୍ୟ ଫାଟକ ନିକଟରେ ଖେଳୁଥିବା ବେଳେ ହଠାତ୍ ଭୁଷୁଡ଼ି ପଡ଼ିଥିଲା ସ୍କୁଲ ପାଚେରି । ଫଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ!-->…
Read More...
Read More...