Browsing Tag

kalahandi news

ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ କାର୍ୟ୍ୟାଳୟଠାରେ ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀମାନଙ୍କୁ ଆମ ଜଙ୍ଗଲ ଯୋଜନା
Read More...

ଅଞ୍ଚଳବାସୀଙ୍କ ଦାବୀ ପରେ ବି ଲାଞ୍ଜିଗଡ଼ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନୋହିଲା : ଜନତା-ପ୍ରଶାସନ ମଧ୍ୟରେ ସରଗରମ ଆଲୋଚନା,…

କଳାହାଣ୍ଡି, (ପି. କେ, ସାହୁ) : ଲାଞ୍ଜିଗଡ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସମଗ୍ର ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବାବେଳେ ଲାଞ୍ଜିଗଡ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହିତ ଲାଞ୍ଜିଗଡଠାରେ
Read More...

ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଯୋଗାଇଲେ ମାଣ୍ଡେଲ ସରପଞ୍ଚ

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ଏକ ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଯୋଗାଇ ଦେଇଛନ୍ତି ସରପଞ୍ଚ ମନୋରମା ବାରିକ । ମାଣ୍ଡେଲ ଗାଁର ପୁରୁନ୍ଦର କରୁଆଁ (୫୫) ଗତ ଅପ୍ରେଲ ୨୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଗରିବ ଶ୍ରେଣୀର
Read More...

ନର୍ଲାକୁ କଣ୍ଟେଟମେଂଟ ଯୋନ ସହ ସପ୍ତାହ ବ୍ୟାପି ସଟଡ଼ାଉନ ଘୋଷଣା କଲେ ସରପଞ୍ଚ ଚିରଞ୍ଜିବି ଗୌଡ଼ତିଆ

କଳାହାଣ୍ଡି, (ପି .କେ. ସାହୁ) : ୨୪ ଅପ୍ରେଲ ଶନିବାର କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲାକୁ ଅପ୍ରେଲ ୨୫ ତାରିଖରୁ ସପ୍ତାହ ବ୍ୟାପି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିତିଆ ଆସନ୍ତା କାଲି (ରବିବାର) ସାପ୍ତାହିକ ବଜାର ସହ ସମସ୍ତ ଦୋକାନ ବନ୍ଦ
Read More...

ଲାଞ୍ଚ ନେଇ ଧରା ପଡିଲେ କର୍ଲାମୁଣ୍ଡା ରାଜ‌ସ୍ୱ ନିରୀକ୍ଷକ

କଳାହାଣ୍ଡି, (ପି.କେ. ସାହୁ) : କର୍ଲାମୁଣ୍ଡା ତହସିଲର ବିଭିନ୍ନ ଆର୍‌ଆଇ ସର୍କଲରେ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଆସୁଛି । ଭିଜିଲାନ୍ସ ଜାଲରେ ଜଣେ ବଡମୁଣ୍ଡ ଧରାପଡ଼ିବା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା
Read More...

ନୂତନ ଥାନାଧିକାରୀ ଭାବରେ ଯୋଗ ଦେଲେ ସତ୍ୟ ନାରାୟଣ ପ୍ରଧାନ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନାରେ ନୂତନ ଥାନାଧିକାରୀ ଭାବରେ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇଛନ୍ତି । ଏଠାରେ ଥିବା ଥାନାଧିକାରୀ ଜୟଦେବ ତାରିଣୀଙ୍କପାଖରୁ ସେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ତେବେ ଏଥି ପୂର୍ବରୁ ସେ କଳାହାଣ୍ଡି ମୁଖ୍ୟାଳୟରେ
Read More...

କରୋନାରେ ଲାଞ୍ଜିଗଡ଼ର ଜଣେ ଯୁବକଙ୍କ ମୃତ୍ୟୁ : ସହରକୁ ସଟଡାଉନ୍ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ

୩ଦିନ ଦୋକାନ ବଜାର ବନ୍ଦ ରଖିବା ପାଇଁ ଲାଞ୍ଜିଗଡ ବଣିକ ସଂଘର ନିଷ୍ପତ୍ତିକଳାହାଣ୍ଡି, (ପି. କେ. ସାହୁ) : କରୋନାରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏନେଇ ଗୁରୁବାର ସନ୍ଧ୍ୟାରେ ଲାଞ୍ଜିଗଡ ହାଇସ୍କୁଲ ପଡିଆ ଠାରେ ଲାଞ୍ଜିଗଡର
Read More...

ନର୍ଲା ବ୍ଳକରେ କରୋନା ପଜିଟିଭ ସଂଖ୍ୟା ୧୬୫କୁ ଛୁଇଁଲା : ସର୍ଗିଗୁଡା, ରୁପ୍ରା ଓ ଜାମ୍‌ପଦରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପ୍ରତ୍ୟହ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବ୍ଲକର ନର୍ଲା, ରୁପ୍ରାରୋଡ, ରୁପ୍ରା ଓ ପଲମ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିଡ ପରୀକ୍ଷଣ କରାଯାଉଛି । ନର୍ଲା ବ୍ଳକ ଅଞ୍ଚଳରେ ୩ଅଙ୍କରେ କରୋନା ପଜିଟିଭ
Read More...

ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମରଣୀକା ଉନ୍ମୋଚନ

କଳାହାଣ୍ଡି, (ହେମନ୍ତ ସାହୁ) : ମଣିଷ ପରି ମଣିଷଟିଏ ଥିଲେ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ । ପାଦରେ ଚାଲି ଚାଲି ନିଜ ଜୀବନକାଳରେ ନିଜେ ଶିକ୍ଷକତା କରୁଥିବା ସ୍ମୁଲ ଗୁଡ଼ିକରେ ପହଂଚିଯାଉଥିଲେ ଏବଂ ନିଷ୍ଠାପର ଭାବରେ ଶିକ୍ଷାଦାନ କରୁଥିଲେ । ଶିକ୍ଷକତା ଯାହାଙ୍କର ବୃତ୍ତିଥିଲା ଏବଂ ମଣିଷ ଭିତରେ
Read More...

କର୍ଲାମୁଣ୍ଡାରେ ୫୦୩୬ ଜଣଙ୍କୁ ଦିଆଗଲାଣି କରୋନା ଟୀକା

କଳାହାଣ୍ଡି, (ନରୋତ୍ତମ ସେଲମା) : କରୋନାର ଦ୍ୱିତୀୟ ଲହରୀ କଳାହାଣ୍ଡିରେ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଏବେ ବି ସଚେତନତାର ଅଭାବ ଦେଖାଦେଇଛି । ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଗହଳି
Read More...