Browsing Tag

kalahandi news

ଜମିରେ ଗାଈଗୋରୁ ଛାଡିଲେ ଚାଷୀ : ମରୁଡି ଘୋଷଣା ଦାବୀ

କଳାହାଣ୍ଡି, (ନରୋତମ ସେଲମା) : ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ହେଲେ ତଳ ରୁଆ କି ବିହୁଡା କାମ ହୋଇପାରିଲାନି । ତଳି ଗୁଡିକ ୨ ମାସରୁ ଅଧିକ ସମୟ ହେଲାଣି । ତଳି ପକାଇବାର ୨୧ ଦିନ ମଧ୍ୟରେ ରୋଇବା କଥା ହେଲେ ପାଣି ଅଭାବରୁ ମାସ ମାସ ଧରି ତଳି ପଡିରହିଛି । ତଳି ଗୁଡିକ ହଳଦିଆ ହୋଇଯିବା ସହ
Read More...

ପୁଣି ଏକ ବାଇକ ଚୋରି : ୧ ମାସ ମଧ୍ୟରେ ୨ ଟି ବାଇକ ଚୋରି ହେଲାଣି

କଳାହାଣ୍ଡି, (ନରୋତମ ସେଲମା) : ରିଷିଡା ସାପ୍ତାହିକ ବଜାର ନିକଟ ବନ୍ଧହୁଡାରୁ ପୁଣି ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରିଷିଡା ସପ୍ତାହିକ ହାଟକୁ ବିନ୍ଧାଣୀ ଗ୍ରାମର ଜନୈକ ଯୁବକ ନିଜର ଏଚ୍‌ଏଫ ଡିଲକ୍ସ ବାଇକରେ ବଜାର କରିବାକୁ ଆସି ବଜାର ନିକଟସ୍ଥ
Read More...

ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

କଳାହାଣ୍ଡି, (ନରୋତମ ସେଲମା) : ରାଜ୍ୟ ସରକାର ବର୍ତମାନ ରାଜ୍ୟର କେତୋଟି ସରକାରୀ ହାଇସ୍କୁଲକୁ ୫-ଟି ରୁପାନ୍ତରିକରଣ ଯୋଜନାରେ ସ୍ମାର୍ଟ ସ୍କୁଲ ମାନ୍ୟତା ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଇ କ୍ରମରେ କର୍ଲାମୁଣ୍ଡା ବ୍ଳକର ସର୍ବପୁରାତନ ହାଇସ୍କୁଲ ବାପୁଜୀ ସରକାରୀ ଉଚ୍ଚ
Read More...

ରୋଜଗାର ପାଇଁ ଚିହ୍ନଟିକରଣ ଓ ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନର୍ଗତ ମୋହନଗିରି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଓଡିଶା ଜୀବିକା ମିଶନ ଓ ଦିନଦାୟଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ଅଧାରୁ ପାଠ ଛାଡିଥିବା ଓ ବେ ରୋଜଗାରୀ ଯୁବକ ଯୁବତୀମାନଙ୍କ ପାଇଁ ପୂର୍ବ ପ୍ରସ୍ତୁତି ଓ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପ୍ରଭାକରଙ୍କୁ ମିଳିବ ଉନ୍ନତ ଚିକିତ୍ସା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମ ପଞ୍ଚାୟତ ଅଧୀନ ଗରିଆପଦର ଗାଁର ପ୍ରଭାକର ବଗର୍ତି ସ୍ଵାସ୍ଥ୍ୟ ସମସ୍ୟା ହେତୁ ଘରର ଏକ କୋଣରେ ପଡି ରହିଥିଲେ । କେବଳ ତାଙ୍କର ସ୍ତ୍ରୀ ହିଁ ସାହା ଭରସା । ତାଙ୍କ ସ୍ତ୍ରୀ ସ୍ୱାମୀଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତ ବେଲୁର ଗ୍ରାମରେ ଆଜି ସକାଳ ୮ ଟାରେ ଗ୍ରାମର ନୀଚଳ ଭୋଇ(୨୬) ବାପା ରାଧେ ଭୋଇ ନର୍ସରୀ ପାଖ ଜଙ୍ଗଲରୁ ଶାଳପତ୍ର ତୋଲୁ ଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି, ତାଙ୍କ ହାତ, ନାକ,
Read More...

ଓଡିଶା ଜୀବିକା ମିଶନ ତରଫରୁ ଦିନିକିଆ ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ କବିଚନ୍ଦ୍ରପୁର ବନ ସୁରକ୍ଷା ସମିତି ଗୋଷ୍ଟୀ କେନ୍ଦ୍ର ଠାରେ ଓଡିଶା ଜୀବିକା ମିଶନ ସହାୟତାରେ ଦିନିକିଆ ସହଭାଗୀ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ମଦନପୁର ଓ ଅଲାତରା ପଞ୍ଚାୟତ ସ୍ତରୀୟ
Read More...

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ୍‌ ତରଫରୁ ମଦନପୁର ଓ ମାନେକେରା ଗ୍ରାମ ପଞ୍ଚାୟତର ୨୦ ଜଣ ୱାର୍ଡ ମେମ୍ବର ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଚାଲିଥିବା ୧୭/୦୮/୨୧ରୁ ୧୯/୦୮/୨୧ରିଖ ପର୍ଯ୍ୟନ୍ତ ୩ ଦିନିଆ ତାଲିମ
Read More...

ମଦନପୁର କଲ୍ୟାଣ ମଣ୍ଡପଠାରେ ବିଜେଡି ଜୋନ୍‌ ସ୍ତରୀୟ ବୈଠକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମଦନପୁର କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀର ଜୋନ୍‌ ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥିଙ୍କ ସଭାପତିତ୍ବରେ ପ୍ରବାଦ ପୁରୁଷ ବିଜୁ
Read More...

ଧର୍ମଗଡ ପୋଲିସକୁ ସଫଳତା : ଚାରି ଲୁଟେରା ଗିରଫ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସକୁ ସଫଳତା ମିଳିଛି । ବିଭିନ୍ନ ସମୟରେ ଲୋକଙ୍କଠାରୁ ଓ ଗାଡ଼ିରୁ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୪ ଲୁଟେରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ଏବଂ ଲୁଟେରାଙ୍କ ଠାରୁ ମିଳିଥିବା ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇବାରେ
Read More...