Browsing Tag

kalahandi news

ମଦନପୁରରେ ଧାନ ମଣ୍ଡିର ଶୁଭାରମ୍ଭ : ସ୍ୱୟଂ ସହାୟକ ଗୋଷ୍ଠୀ କିଣିବେ ଧାନ

କଳାହାଣ୍ଡି, (ପି. କେ. ସାହୁ) : ମ. ରାମପୁର ବ୍ଲକ ମଦନପୁରଠାରେ ଆଜି ଶୁକ୍ରବାର ଧାନ ମଣ୍ଡି ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଟୀର ସମସ୍ତ ସଦସ୍ୟ ସମେତ ଆର୍‌ଏମ୍‌ସି ଦକ୍ଷ୍ୟ ତାଲିମ ଦାତା ଜଗନ୍ନାଥ ସୁନା, ମିଶନ ଶକ୍ତି ବ୍ଲକ ସଂଯୋଜକ ସତ୍ୟବାନ ସାହୁ,
Read More...

ସମାଜସେବୀଙ୍କ ସହଯୋଗ ପରେ ବୃଦ୍ଧ ପାଇଲେ ହୁଇଲ ଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କାଉଡୋଲା ଗାଁର ଜଣେ ପକ୍ଷଘାତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବହୁତ କଷ୍ଟରେ ରହୁଛନ୍ତି । ନିଜର ବୋଲି କେହି ନଥିବାରୁ ସେ ବାହାରକୁ ଯିବା ଆସିବା, ଲାଟ୍ରିନ ଯିବା ସମୟରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ
Read More...

ମ.ରାମପୁରର ୬ ଗୋଟି ଗ୍ରାମରେ ପୃଷ୍ଟି ମହୋତ୍ସବ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକରେ ସୋମବାର ୬ଟି ଗ୍ରାମ ଆମ୍ବ ଗାଁ, ମଦନପୁର, ଡୁମେରଗୁଡା, ବାଂକେଲ, କନ୍ଧ ସରବାହେଲି ଓ ଝଳିଆଗୋଭା ଠାରେ ଓଡିଶା ସରକାରଙ୍କ ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ମହିଳା ଶିଶୁ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ହୁଇଲ ଚେୟାର ପାଇଲେ ପଦ୍ମିନୀ ଓ ରାଜକୁମାରୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଗ୍ରାମ ପଞ୍ଚାୟତର କାଉଡୋଲା ଗାଁର ପଦ୍ମିନୀ ନାଏକ ଅତି ନିରୀହ ଗରିବ ପରିବାରର । ତାଙ୍କର ନିଜର ବୋଲି କେହି ନାହିଁ । ପୁଅ ନାହିଁ କି ଝିଅ ନାହିଁ । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ସେ ଏବେ ବହୁତ ଦୁଃଖ କଷ୍ଟରେ
Read More...

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ତେରେସିଂହା ସ୍ଥିତ କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଶ୍ରମିକଙ୍କ ପେଟରେ ଲାତ : ବେଧଡ଼କ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକରେ ପିଛା ଛାଡୁନି ଦୁର୍ନୀତି । ଏଠାକାର ଲୋକ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟି । ମାତ୍ର କରୋନାର ପ୍ରକୋପ ଆରମ୍ଭ ହେବା ଦିନ ଠାରୁ କାମ ନାହିଁ । ହାତ ବାନ୍ଧି ବସିଛନ୍ତି ବ୍ଲକର ହଜାର ହଜାର ଶ୍ରମିକ । ହେଲେ
Read More...

ଛତୁଚାଷ ପାଇଁ ମହିଳାଙ୍କ ତାଲିମ ଶିବିର ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ପଂଚାୟତ ସଭାଗୃହଠାରେ ଆଜିଠାରୁ ତିନିଦିନିଆ ଛତୁଚାଷ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ଏହି ବ୍ଲକର ରିଷିଡା, ତେରେସିଙ୍ଗା,
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପୁଣି ପାଠ ପଢିବେ ଦୁଇ ଅସହାୟ ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନୋଟି ଅନାଥ ଅସହାୟ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିଲେ । ରହିବା ପାଇଁ ଭଲ ଘର ଖଣ୍ଡେ ନଥିବା ବେଳେ ନିଜର ବୋଲି ଘରଡିହ
Read More...

କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଗଣ ଧାରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ଗଣ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଶିବ ମନ୍ଦିରଠାରୁ ଶୋଭା
Read More...

ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଭବାନୀପାଟଣା ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡିଏପିଟିଏ ଓ ନାବାର୍ଡ ସହାୟତରେ ମାଟି ପୁତ୍ର ଟ୍ରଷ୍ଟର ନିର୍ଦେଶକା କାମିନୀ ପଟେଲଙ୍କୁ ମହିଳା ଚାଷୀଙ୍କ ନିମନ୍ତେ ଚାଷ ପ୍ରଣାଳୀରେ ନିଜକୁ ସ୍ୱାବଲମ୍ବୀ କରିବା ଭୂମିକାକୁ ନେଇ ଓଡିଶା
Read More...