Browsing Tag

kalahandi news

କଳାହାଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ : ଜାଣନ୍ତୁ, କିଏ କେଉଁ ବ୍ଲକରୁ ହେଲେ…

କଳାହାଣ୍ଡି, (ପି.କେ ସାହୁ) : ସାରା ରାଜ୍ୟରେ ଗତକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସଂପନ୍ନ ହୋଇଥିବା ଜଣାପଡିଛି । ନିର୍ବାଚନ ପାଇଁ ପ୍ରତ୍ୟେକ
Read More...

ମ.ରାମପୁର ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ତାଲୁକ ଆଇନ ସେବା ସମିତି ତରଫରୁ ସ୍ଥାନୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଧକ୍ଷ୍ୟା ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ପ୍ରତ୍ୟସା ରାୟଙ୍କ ଅଧକ୍ଷ୍ୟତାରେ
Read More...

କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ଶ୍ରୀମତୀ କୁନି ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପଂଚାୟତ ସମିତି ଅଧ୍ୟକ୍ଷ ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବ୍ଲକର ମୋଟ ୧୨ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଆଜି ୧୦ ଜଣ ଉପସ୍ଥିତ ଥିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ । କୁନି ସାହୁ ବିଜେଡି ସମର୍ଥିତ
Read More...

ନରେଶ ଦାସ ରିଷିଡା ନାଏବ ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ପ୍ରମୁଖ ପଂଚାୟତ ଭାବେ ଗଣାଯାଉଥିବା ରିଷିଡା ପଂଚାୟତର ନାଏବ ସରପଞ୍ଚ ଭାବେ ୮ ନମ୍ବର ୱାର୍ଡର ୱାର୍ଡ ମେମ୍ବର ନରେଶ ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସମସ୍ତ ୧୨ଟି ଯାକ ୱାର୍ଡ ମେମ୍ବର ସମର୍ଥନ କରିଥିଲେ ।
Read More...

ରିଷିଡା ସରପଞ୍ଚ ଭାବେ ଦାୟିତ୍ୱ ନେଲେ ସେବତୀ ରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପଂଚାୟତ ହେଉଛି ରିଷିଡା । ଏହି ପଂଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ସେବତୀ ରଣା ଆଜି ଆନୁଷ୍ଠାନିକ ଭାବେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ପଂଚାୟତ ଓ ବିଭିନ୍ନ ମହଲରୁ
Read More...

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଶିଶୁ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୁଟିଆ ଗାଁର କାଞ୍ଚନ ରଣା ଗତ ବର୍ଷ କରୋନା ସମୟରେ ଜ୍ୱରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଦେହାନ୍ତ ପରେ ସେ ଦେଇଥିବା ତାଙ୍କର କିରାନା ଦୋକାନ ବନ୍ଦ ହୋଇଥିଲା । ନିଜର ଜମିବାଡ଼ି କମ୍‌ ହେତୁ ସେମାନେ
Read More...

ଅଭିନବ ଉପାୟରେ ଦୁର୍ଗମ ଅଞ୍ଚଳମାନଙ୍କରେ ବି ୬୪ ବିଟାଲିୟନ ତରଫରୁ ରେଡ଼ିଓ ବଣ୍ଟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନି ଗାଁର ଚତୁରପାର୍ଶ୍ବରେ ପାହାଡ଼ ପର୍ବତ ଘେରରେ ଅବସ୍ଥିତ ଏହି ଗାଁ । ଏହି ଗାଁର ଅଧିକାଂଶ ଲୋକମାନେ ବିଭିନ୍ନ ପ୍ରକାରର ଖବର ତାଙ୍କ ପାଖରେ ପହଞ୍ଚି ପାରେନାହିଁ । ଏହାକୁ ଆଖି ଆଗରେ ରଖି ବିପ୍ଲବ
Read More...

ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ୍ୟା ନମିତା ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଜେଲ ଗଲେ ବିଶ୍ୱନାଥପୁର ଡିଗ୍ରୀ କଲେଜର କୋଟିପତି ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ

କଳାହାଣ୍ଡି, (ପି. କେ. ସାହୁ) : ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବିଶ୍ୱନାଥପୁରସ୍ଥିତ ମା' ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଜେଲ୍ ଯିବାକୁ ପଡିଛି । ଗତକାଲି ଦିନ ତମାମ ତାଙ୍କ ବିଶ୍ୱନାଥପୁର ଓ ଭୁବନେଶ୍ୱରସ୍ଥିତ ଘର ତଥା ପୋଖରୀବନ୍ଧ ଓ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକ ସୀମାରେ ଥିବା ଶାନ୍ତିବନଠାରେ ଆଜି ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହରଗୌରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ
Read More...