ନର୍ଲା ପ୍ରେସ୍ ଆସୋସିଏସନ୍ର ଜରୁରୀକାଳୀନ ବୈଠକ
କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁରସ୍ଥିତ ଶୁଦ୍ଧାନନ୍ଦ ଆଶ୍ରମ ପରିସରରେ ଆଜି ନର୍ଲା ପ୍ରେସ୍ ଆସୋସିଏସନ୍ର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ପ୍ରେସ୍ ଆସୋସିଏସନ୍ର ସଭାପତି ଦୀପକ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
Read More...
Read More...