ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ମୋହନଗିରି ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ୧୦ରୁ ଅଧିକ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ କରାଯାଇଛି । ଭୂପିନ୍ଦର ସାହୁ, ନନ୍ଦ ବଗର୍ତ୍ତି, ରବି ପରିଛା, କପିଳ ସାହୁ, ଉମେଶ ବିଶ୍ଵାଳ, ନବୀନ ପ୍ରଧାନ, ଶୁକ ଦେବ!-->…
Read More...
Read More...