Browsing Tag

kalahandi news

ମଦନପୁର ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଆବିର୍ଭାବ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶୁକ୍ରବାର ଦିନ ଶ୍ରୀ ଶୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଶୁଭ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହପ୍ରତି ରିଚିକ ଅସୀମ ଘୋଷ, ସଂଘ ସଭାପତି ରୁଦ୍ରପ୍ରସାଦ ନାୟକ
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ନୂତନ କର୍ମକର୍ତ୍ତା ଚୟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମିଶନ ଶକ୍ତି ବିପିସି ସତ୍ୟବାନ ସାହୁ, ଓଡିଶା ଜୀବିକା ମିଶନ ବିପିଏମ ଦୀପ୍ତି କିଶୋର ନାୟକଙ୍କ ତତ୍ୱାବଧାନରେ ଏବଂ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ
Read More...

ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ

କଳାହାଣ୍ଡି, (ପି.କେ. ସାହୁ) : ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ସରପଞ୍ଚ ଭାରତୀ ସୁନାଙ୍କ ସ୍ୱାମୀ ଭୁପିନ୍ଦର ସୁନା ଏକ ଅସହାୟ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ବାରିକ ସମ୍ବର୍ଦ୍ଧିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ବାରିକଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେ ଜଣେ ଦକ୍ଷ, ଆଦର୍ଶ, ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ
Read More...

କୋସଲ ମହାବନ୍ଦ, କଳାହାଣ୍ଡି ଠପ୍‌

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଠପ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୋଶଳ ମହବନ୍ଦକୁ ବିପୁଳ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । କୋଶଳ ରାଜ୍ୟ ଗଠନ ଦାବୀରେ ୧୨ ଘଣ୍ଟିଆ ବନ୍ଦ ବେଳେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା
Read More...

କୋସଲ ମହାବନ୍ଦର ପ୍ରଭାବରେ ବନ୍ଦହେଲା କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । କୋସଲ୍‌ ରାଜ୍ୟ ସମର୍ଥକଙ୍କ ତାୱଡ଼୍‌ତୋଡ଼୍‌ ଆନ୍ଦୋଳନରେ ସାରା ପଶ୍ଚିମ ଓଡ଼ିଶା ଆଜି ଠପ୍‌ ହୋଇଯାଇଥିବା ବେଳେ ଲାଞ୍ଜିଗଡ଼ର ବେଦାନ୍ତରେ ମଧ୍ୟ ଏହି ବନ୍ଦର
Read More...

ମ.ରାମପୁର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ

କଳାହାଣ୍ଡି, (ପି.କେ.ସାହୁ) : ମ.ରାମପୁର ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗଙ୍କ ତତ୍ୱାବଧାନରେ ଆଜି ଗୋଛାଡେଙ୍ଗେନ, ଅଲାତରା, ମଦନପୁର ଆଦି ବିଭିନ୍ନ ସ୍ଥାନ ଅହିଂସା ରଥକୁ କୀର୍ତ୍ତନ, ବଜାସାଲ ଓ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି । ଅଲାତରାଠାରେ ସରପଞ୍ଚ
Read More...

ରିଷିଡାରେ ଜେବିୱାଇସି ପକ୍ଷରୁ ନୂଆଁଖାଇ ଭେଟ୍‌

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡାଠାରେ ଜ୍ୟୋତି ବିକାଶ ଯୁବକ ସଂଘ ପକ୍ଷରୁ ଚତୁରବିଂଶତମ ନୂଆଁଖାଇ ଭେଟ୍‌ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ଫକୀର ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ରିଷିଡା ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି,
Read More...

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ସୁନାମ ଧନ୍ୟ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ
Read More...

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ, ପୂର୍ବ ଶତୃତା ସନ୍ଦେହ

କଳାହାଣ୍ଡି, (ପି.କେ. ସାହୁ) : ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର କିଛି ଯୁବକ ମଦ ପିଇ ସେହି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣ କରିବା ବେଳର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ଆହତ
Read More...