Browsing Tag

kalahandi news

ସାମ୍ବାଦିକଙ୍କୁ ପେନ୍‌ସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ ପେନ୍‌ସନ୍‌ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ଜିଲ୍ଲା ଶାଖା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍‌
Read More...

ଇଭିଏମ୍ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇଭିଏମ୍ ଓ ଭିଭିପାଟ ସଚେତନ ରଥକୁ ଗୁରୁବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ । ଆସନ୍ତା ସାଧାରଣ ନିର୍ବାଚନରେ ଅନେକ ନୂଆ ଓ ଯୁବବର୍ଗର ଭୋଟର୍‌ ଭୋଟ ଦେବାକୁ ଯାଉଥିବା ବେଳେ ଇଭିଏମ୍‌ର ବ୍ୟବହାର ଓ ଭିଭିପାଟର
Read More...

ଅଲାତରା ଓ ମଦନପୁରଠାରେ ସୁନାମୁଖୀ ଯାତ୍ରା ପାଳିତ : ରକ୍ତ ରଞ୍ଜିତ ହେଲା ଦୁଇପୀଠ

ବଳି ପଡିଲେ ଶତାଧିକ ପଶୁପକ୍ଷୀ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଓ ମଦନପୁରଠାରେ ଆଜି ବୁଧବାର ସୁନାମୁଖୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ବଲାଙ୍ଗିର ଶୁଲିଆ ଯାତ୍ରାର ପରଦିନ ସୁନାମୁଖୀ ଯାତ୍ରା ପାଳିତ ହୋଇଆସୁଛି ।
Read More...

କଳାହାଣ୍ଡିର ବୀରମାଟି ଏବେ ବିକାଶ ପଥର ଯାତ୍ରୀ : ମନ ମୋହିଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ସାସ୍କୃତିକ ସନ୍ଧ୍ୟା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ବୀରମାଟି କଳା, ସଂସ୍କୃତି, ଭାଇଚାରା ଓ ବନ୍ଧୁତା ରଜ୍ଜୁରେ ବନ୍ଧାହୋଇ ବିକାଶ ପଥରେ ଆଗେଇ ଚାଲିଛି । ଜିଲ୍ଲାରେ ପ୍ରକୃତିରାଣୀ ତାର ଅପୂର୍ବ ସମ୍ଭାର ଭରପୁର କରି ରଖିଛି । ଜିଲ୍ଲାର ପ୍ରତିଟି ଅଧିବାସୀ ଆଜି ଶିକ୍ଷିତ ଓ ସଚେତନ ହେବା ସହିତ ଅନ୍ୟକୁ
Read More...

୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

କଳାହାଣ୍ଡି, (ପି.କେ. ସାହୁ) : ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡା. ନିବେଦିତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ

ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ : କଳା, କଳାକାର, ଜନତା ଏକାକାର କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାହାଣ୍ଡି (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱ ବାର୍ଷିକ ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର : ୫ଟି ଅଧ୍ୟକ୍ଷ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା ) : ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଭବାନୀପାଟଣାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Read More...

ଯୁବ ନେତା ମଧୁ ମହାନ୍ତିଙ୍କ ରୋଡ଼ ଶୋ ସହ ଶକ୍ତି ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କଲେ ମଧୁ ମହାନ୍ତି କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ମ.ରାମପୁରଠାରେ ଯୁବ ନେତା ତଥା ସମାଜସେବୀ ମଧୁ ମହାନ୍ତିଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ମହିଳା ଓ ପୁରୁଷଙ୍କୁ ନେଇ ଏକ ବିଶାଳ ରୋଡ ଶୋ
Read More...

ଅଲାତରାଠରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ପଡିଆଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଳିତ ହୋଇଯାଇଛି । ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ସୁନାମୁଖୀ ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ କରି ଗ୍ରାମ୍ୟ ପରିକ୍ରମା କରିଥିଲେ । ଏଥିରେ
Read More...