ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟରେ ୫ ମାଓ ମୃତ : ଅପରେସନ ଜୋରଦାର
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନ ଜୋରଦାର ଚାଲିଛି । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓ ଏସଓଜି ମିଳିତ ଅପରେସନରେ ଗୁଳି ବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି ।
କଳାହାଣ୍ଡିର ସିର୍କି ଜଙ୍ଗଲରେ!-->!-->!-->!-->!-->…
Read More...
Read More...