Browsing Tag

jharsuguda news

ଦୁର୍ବୃତ୍ତମାନେ ମୋବାଇଲ୍ ଦୋକାନରେ ପଶି ବାପ-ପୁଅଙ୍କୁ ପିଟିଥିବା ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ଏକ ମୋବାଇଲ ଦୋକାନରେ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ପଶି ଆସି ଦୋକାନ ମାଲିକ ରିଷି ଲମ୍ବା ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ରିଷିଙ୍କ ମାଆ ସୁଇଟି ଲମ୍ବା ବେଲପାହାଡ଼ ଥାନାରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ବାଇକକୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକଟି ସେମାନଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ
Read More...

ୟୁକ୍ରେନ୍‌ରୁ ଫେରିଥିବା ଝାରସୁଗୁଡାର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଝାରସୁଗୁଡ଼ା ଅଫିସ : ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ ୟୁକ୍ରେନ୍‌ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି । ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ଭାରତର ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ନିଜ ଦେଶକୁ ଫେରି ନପାରି ଫସି ରହିଥିବା ବେଳେ ଓଡ଼ିଶାର ସମୁଦାୟ ୧୩ ଜଣ
Read More...

୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ୨ ଗିରଫ

ଝାରସୁଗୁଡା : ଝାରସୁଗୁଡା ବିଟିଏମ୍‌ ସ୍ଥିତ ଏକ ଘରୁ ଆଠ କେଜି ୫ଶହ ଗ୍ରାମ ଗଂଜେଇ ଅବକାରୀ ପୋଲିସ ଜବତ କରିଛି । ଏଥିସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଦୁହେଁ ୨ ଭାଇ ବୋଲି ଜଣାପଡିଛି । ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ବିଟିଏମ୍‌
Read More...

ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢାଉ ଜାରି ରହିଥିବା ବେଳେ ଚଢାଉ ମଧ୍ୟରେ ଏଏସ୍‌ଆଇ ନାୟକଙ୍କ କଟକ ମଙ୍ଗଳାବାଗ ସ୍ଥିତ ବାସଭବନ,
Read More...

ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ଏହି
Read More...

ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଝାରସୁଗୁଡ଼ା : ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସିଧାସଳଖ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବିଜେପି ଫେରାଦ ହୋଇଛି ଜିଲ୍ଲାପାଳଙ୍କ ଠାରେ । ଲଖନ୍‌ପୁର ଅଞ୍ଚଳରେ ଶାସକ ଦଳର ହାତବାରିଶି ସାଜିଛି ପ୍ରଶାସନ ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ତେବେ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ପ୍ରାଣଗଲା

ଝାରୁସୁଗଡ଼ା : ୧୦ ନଂ. ରାଜ୍ୟ ରାଜପଥ ଦୁର୍ଲଗା ନିକଟରେ ଗତକାଲି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ରାଉରକେଲା ୧୯ ନଂ. ସେକ୍ଟର ଅଞ୍ଚଳର ସମରେନ୍ଦ୍ର ଭଞ୍ଜଦେଓ(୪୫) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ସକାଳୁ ଶିବଗୌରୀ
Read More...

ସଡକ ଦୁର୍ଘଟଣା : ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଖେରୁଆଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ କାର୍‌ଟି ଜଳିଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିବା ପରେ ସର୍ଟ ସାର୍କିଟ ହୋଇ କାରଟି ଜଳିଯାଇଥିବା ସନ୍ଦେହ କରାଯାଉଛି । ତେବେ ଯାତ୍ରୀମାନେ
Read More...

ବ୍ୟାପୁଛି ଡାଇରିଆ : ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ବ୍ଲକ କୁଆକୁଣ୍ଡା ଗ୍ରାମରେ ଡାଇରିଆ ରୋଗ ବ୍ୟାପିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା କମିବାର ନାଁ ନେଉ ନଥିବା ବେଳେ ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ ହୋଇ ସାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଡାଇରିଆ ଯୋଗୁଁ ଜଣେ ମୃତ୍ୟୁବରଣ କରି
Read More...