Browsing Tag

jayapatana news

ଜୟପାଟଣା ସହରର ଶତାୟୁ ପୁରୁଷ ଭଗବାନ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ସ୍ୱାଧୀନତାର ପଚିଶ ବର୍ଷ ପୂର୍ବରୁ ଜନ୍ମ ନେଇଥିବା ଧର୍ମପରାୟଣ ଶତାୟୁ ପୁରୁଷ ଭଗବାନ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ବିଭିନ୍ନ ସମୟରେ ଜନସାଧାରଣଙ୍କ ମଧ୍ୟରେ ପ୍ରାକ୍ ସ୍ଵାଧୀନତାର କଥା ଓ ଗାଥା ବାଣ୍ଟି ଆସୁଥିବା ସ୍ୱର୍ଗତ ପଣ୍ଡାଙ୍କ ବାନେର ପଞ୍ଚାୟତ ଅନ୍ତର୍ଗତ
Read More...

ବିଳମ୍ୱ ହେଉଛି ମଣ୍ଡି ପ୍ରକ୍ରିୟା : ସ୍ଵଳ୍ପ ମିଆଦି ଧାନ ଯାଉଛି କୁଆଡେ

ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ପ୍ରଥମ ସପ୍ତାହରୁ ସ୍ଵଳ୍ପ ମିଆଦି ଧାନ ସାଙ୍ଗକୁ ଉଚ୍ଚ ମାଳ ଅଞ୍ଚଳ ମାନଙ୍କର ଧାନ ଅମଳ ପ୍ରକ୍ରିୟାର ଆରମ୍ଭ ହୋଇ ଦ୍ଵିତୀୟ ପର୍ଯ୍ୟାୟର ମଧ୍ୟମ ଓ ବଡ଼ ଧାନ ମାନଙ୍କର ଅମଳ ଜୋରସୋରରେ ଆରମ୍ଭ ହୋଇଯାଇଛି । କେବଳ କୃଷି ଉପରେ ନିର୍ଭର କରି ଜୀବନ ଧାରଣ କରି
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ମହାସମାରୋହରେ ପାଳିତ ହୋଇଯାଇଛି । ବଡିଭୋରରୁ ନଗର ସଙ୍କୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା, ଅନ୍ନ ପ୍ରସାଦ, ନାରାୟଣ ସେବା, ଶୀତବସ୍ତ୍ର ପ୍ରଦାନ କାର୍ଯ୍ୟକ୍ରମ
Read More...

ଜଣେ ଉତ୍ତମ ସଂଗଠକ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ ଜଗନ୍ନାଥ ମିଶ୍ରଙ୍କ ୬୪ବର୍ଷ ବୟସରେ ଗତ ୧୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମିଶ୍ର ଛାତ୍ର ଜୀବନ କାଳରୁ ସାଂଗଠନିକ ବିଚାର ଧାରା ମଧ୍ୟରେ
Read More...

ଜୟପାଟଣାରେ ପ୍ରେସ ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ସ୍ଥାନୀୟ ପର୍ଶୁରାମ ପେଲେସ ଠାରେ ଜାତୀୟ ପ୍ରେସ ଦିବସ ୨୦୨୫ ମହା ସମାରୋହର ସହ ପାଳିତ ହୋଇଯାଇଛି । ଏସୋସିଏସନର ବରିଷ୍ଠ ସଦସ୍ୟ ସୁଶୀଲ ନାଏକଙ୍କ ଆବାହକତ୍ୱରେ ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲେକ୍ଟ୍ରୋନିକ୍ସ
Read More...

ଜନ ଜାତୀୟ ଗୌରବ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଖଲିଆଭଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ ଜାତୀୟ ଗୌରବ ଦିବସ ଏବଂ ସହଭାଗୀ ଭାବେ ଅଭିଭାବକ କାର୍ଯ୍ୟକ୍ରମ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସର ଉତ୍ସବରେ ଅଗ୍ରପୁଜ୍ୟ ଗଜାନନଙ୍କ ଫଟୋଚିତ୍ର
Read More...

ନିଖୋଜ ପ୍ରବାସୀ ଶ୍ରମିକଙ୍କ ତିନି ବର୍ଷ ପରେ ଘର ବାହୁଡ଼ା

ଜୟପାଟଣା, (ଶେଷଦେବ ବେହେରା) : ହାତକୁ କାମ ନ ଥିବା ବେଳେ ଅନେକ ଶ୍ରମିକ ରୋଜଗାର କ୍ଷମ ହେବା ପାଇଁ ଅନ୍ୟ ରାଜ୍ୟକୁ କାମ ବାହାନାରେ ସ୍ଥାନାନ୍ତର ହେଉଥିବା ଘଟଣା ନିୟମିତ ଭାବରେ ଲାଗିରହିଛି । ଏଭଳି ସ୍ଥିତିରେ ତିନି ବର୍ଷ ତଳେ ଜୀବନ ଜୀବିକା ପାଇଁ କେରଳ ରାଜ୍ୟକୁ ଯାଇ କିଛି ମାସର ରହଣି କାଳ
Read More...

ଜିଲ୍ଲା ସ୍ତରୀୟ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ଶାଖା ଆନୁକୂଲ୍ୟରେ ଯୁବ ରେଡ଼କ୍ରସ କଳାହାଣ୍ଡି ତରଫରୁ ଯୁବ ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର, ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ତିନିଦିନ ବ୍ୟାପି ସମାରୋହର ସହ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର
Read More...

ଧର୍ମପରାୟଣା ମହିଳାଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଜୟପାଟଣା, (ଶେଷଦେବ ବେହେରା) : ମଣିଷ ଆରପାରିକୁ ଚାଲି ଯିବା ପରେ କର୍ମଫଳର ପ୍ରଭାବ ଅନ୍ୟ ମାନଙ୍କୁ ପ୍ରଭାବିତ କରିଥାଏ । ଏକ ଗ୍ରମଞ୍ଚାଳରେ ନିଜର ବୈବାହିକ ଜୀବନ କାଳ ମଧ୍ୟରେ ଶିକ୍ଷା, ଧର୍ମ ନାରୀ ସଶକ୍ତି କରଣ, ଆଞ୍ଚଳିକ ବିକାଶ ମଧ୍ୟରେ ନିଜକୁ ସମର୍ପିତ ରଖି ଅଧୁରା ଜୀବନ କାଳରେ ଆରପାରିକୁ
Read More...

ସଡ଼କ ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗାଁର ଯୁବକମାନେ

ଜୟପାଟଣା, (ଶେଷଦେବ ବେହେରା) : ଆଞ୍ଚଳିକ ବିକାଶ ପାଇଁ ସାଧାରଣତଃ ସରକାର ଏବଂ ପ୍ରଶାସନ ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ି ଚାଲିଥିବା ବେଳେ ଗାଁର ସ୍ୱଚ୍ଛତା ପ୍ରତି ସମର୍ପିତ ଥିବା କଦୋପଦର ଗ୍ରାମର ଯୁବକମାନେ ଏବେ ଦିନ ତମାମ ପରିଶ୍ରମ କରି ଚଲା ରାସ୍ତାର ମରାମତି କରି ଥିବା ଘଟଣା ଅନ୍ୟ
Read More...