Browsing Tag

gapa

ଗଳ୍ପ : ମୋର ଗଜ ରାଶି

ଜୟଶ୍ରୀ ସାହୁ ଉତ୍ତର ଭୁଲ ହେଲେ ସମସ୍ତଙ୍କୁ ଛିଡ଼ା କରେଇ ଜଣେ ପରେ ଜଣକୁ ମନ୍ଦାର ବାଡିରେ ପିଟି ପିଟି ଆସୁ ଆସୁ ଠିକ୍‌ ତାରି ସାମନାକୁ ଆସିଲେ କ’ଣ ପାଇଁ ଇଂରାଜୀ ସାର୍‌ଙ୍କ ଭାବଭଙ୍ଗୀ ବଦଳି ଯାଉଥିଲା । କେଜାଣି କାହିଁକି ରାଗରେ ଲାଲ ପଡିଯାଇଥିବା ସାର୍‌ଙ୍କ ମୁହଁରେ ହଠାତ ବିଜୁଳି ପରି
Read More...