Browsing Tag

ganjam news

ସଡକ ଦୁର୍ଘଟଣାରେ କଲେଜ କର୍ମଚାରୀ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପୁଇଁତଳା ଗ୍ରାମ ନିବାସୀ ଗଞ୍ଜାମ କଲେଜ କର୍ମଚାରୀ ତଥା ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ସଭାପତି ଅଜୟ କୁମାର ବାରିକି ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ସେ କୌଣସି କାମରେ ନିଜ ପଲସର୍‌ ବାଇକ୍‌ରେ ଗଞ୍ଜାମ ମାର୍କେଟ
Read More...

ବାଲୁକା ଶିଳ୍ପୀ ସଚୀଦାନନ୍ଦ ନୂତନ ବର୍ଷକୁ ସ୍ୱାଗତ ଜଣାଇଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନୂତନ ବର୍ଷ ୨୦୨୩କୁ ସ୍ୱାଗତ କରିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ଵର ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ଜଗତର ନାଥ ଜଗନ୍ନାଥଙ୍କ ମୁଖ ମଣ୍ଡଳ ବାଲୁକା ରାଶିକୁ
Read More...

ଗଞ୍ଜାମ ବ୍ଲକ ଶସ୍ୟ କ୍ଷେତ୍ରକୁ ସୁରକ୍ଷା ନେଇ ଦାବୀପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଞ୍ଚଳରେ ଦିନକୁ ଦିନ ମୟୁର, ବାରହା, ହରିଣ, ସମ୍ବର ଓ ମାଙ୍କଡ଼ ଆଦି ବନ୍ୟଜନ୍ତୁମାନଙ୍କ ବଂଶ ବୃଦ୍ଧି ସହ ଉପଦ୍ରବ ବଢୁ ଥିବା ଲକ୍ଷ କରାଯାଇଛି । ଫଳରେ ଉକ୍ତ ବନ୍ୟଜନ୍ତୁ ଯୋଗୁଁ ଶସ୍ୟ କ୍ଷେତ୍ରରେ ଉତ୍ପାଦିତ ମୁଗ, ବିରି, କୋଳଥ, ମାଣ୍ଡିଆ,
Read More...

ଚାମୁଣ୍ଡା ମନ୍ଦିର ପାର୍କ ପାଇଁ ଭୂମି ପୂଜନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ କୁଶାପଲି ସ୍ଥିତ ମା' ଚାମୁଣ୍ଡା ମନ୍ଦିର ପାର୍କ ନିର୍ମାଣ ପାଇଁ ଶୁକ୍ରବାର ଭୂମି ପୂଜା ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମମତା ବେହେରା, ସମିତି ମେମ୍ବର ବିଷ୍ଣୁପ୍ରିୟା ମହାପାତ୍ର, ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ
Read More...

ବୀର ଯବାନଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର ପୁଣେରେ ଆର୍‌ମିରେ ହାବିଲଦାର ଭାବେ କାର୍ଯ୍ୟରତ ପି. ସନ୍ତୋଷ ରେଡି(୩୪)ଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ଯାହାକୁ ନେଇ ନିଜ ଗ୍ରାମ ସହ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି
Read More...

ଭ୍ରୁଣ ହତ୍ୟା ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରାଲି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସାତ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ଶିବିରର ପଞ୍ଚମ ଦିବସରେ ଡ଼. ସୁଶାନ୍ତ କୁମାର ସେଠିଙ୍କ ତତ୍ଵାବଧାନରେ ବୋରିଗାଁରେ ଶିଶୁକନ୍ୟା ଭ୍ରୁଣ ହତ୍ୟା ବିରୋଧରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
Read More...

ଶ୍ରମିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଶ୍ରମିକ ସଂଗଠନ ନିର୍ବାଚନ ବୁଧବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ତିନି ବର୍ଷକୁ ଥରେ ଏଠାରେ ଶ୍ରମିକ ନିର୍ବାଚନ ହୋଇାଥାଏ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସକାଳ ୮ଟାରେ ଭୋଟ ଗ୍ରହଣ ହୋଇ
Read More...

ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସହରରେ ନୂତନ ଭାବେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ ଏବଂ ପାର୍କ ଆଦି କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କନିଷ୍ଠ
Read More...

ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ସାନବଜାର ଠାରେ ନୂତନ ଗଞ୍ଜାମ ଫେବର ବ୍ଲକ କମ୍ପାନୀ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ
Read More...

ଅଜଣା ଗାଡି ଧକ୍କାରେ ୧ ମୃତ, ୧ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ବୁରୁଡି ଓଭରବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଅନନ୍ତରାମ ବେହେରା ଗୁରୁତର ଥିବା ଜଣାପଡିଛି । ତେବେ ମୃତ୍ୟୁବରଣ
Read More...