Browsing Tag

ganjam news

ଗଣଅଣ୍ଡାଦାନ ସ୍ଥଳରେ ବେବି ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ଵର ଶୈବପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ନିକଟସ୍ଥ ଗଣଅଣ୍ଡାଦାନ ସ୍ଥଳରେ ସାମୁଦ୍ରିକ ବେବି ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଇନଭାରମେଣ୍ଟ ସୋସାଇଟି ଓ ଟାଟା
Read More...

ଋଷିକୂଲ୍ୟା ବେଳାଭୂମି ସମୁଦ୍ର କୂଳରେ ହଜାର ହଜାର କଇଁଛ ଛୁଆକୁ ଦେଖିଲେ ପୂର୍ବତନ ମୁଖ୍ୟ ବିଚାରପତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସୁପ୍ରିମକୋର୍ଟ) ସେହରଡ଼ ଅରବିନ୍ଦ ବୋବଡ଼େ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଋଷିକୂଲ୍ୟା ବେଳାଭୂମି ପରିଦର୍ଶନ କରିଥିଲେ । ତାଙ୍କ ସହ ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଆର ଭିନ୍ନଲ
Read More...

ଋଷିକୁଲ୍ୟା ନଦୀରେ ମାଛ ମଡ଼କ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସନ୍ନିକଟ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି କୂଳରେ ପଡିବା ସହ ଭାସୁଥିବା ଦେଖିବାକୁ ମିଳିଛିଫ ଯାହାକୁ ନେଇ ମତ୍ସ୍ୟଜୀବୀମାନେ ନିଜ ପେଟ ପାଟଣାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ବିଷୁବ ସଂକ୍ରାନ୍ତି ପାଇଁ କୌଣସି ମତ୍ସଜୀବୀ
Read More...

ବେବି ଅଲିଭ ରିଡଲେ ଖୋଜୁଛନ୍ତି ଘର ଠିକଣା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବେବି ଅଲିଭ ରିଡଲେ ଗୁଡିକ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ କରି ସମୁଦ୍ର ନୀଳ ଜଳରାଶି ମଧ୍ୟରେ ପ୍ରବେଶ ଉଦ୍ୟମ କରୁଥିବା ଲକ୍ଷ କରାଯାଇଛି । ଦୁଇଦିନ ହେଲା ରାତ୍ର ସମୟରେ ଗଞ୍ଜାମ ବ୍ଲକର ପୁରୁଣା
Read More...

ଗଞ୍ଜାମ ତହସିଲ ପ୍ରଶାସନ ପକ୍ଷରୁ ୨୮୫ ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ସବ୍‌ ଡିଭିଜନରେ ଗ୍ରାମ କଣ୍ଟକ ପଟ୍ଟା ପ୍ରଦାନରେ ଗଞ୍ଜାମ ତହସିଲ ଏକ ନମ୍ବର ବୋଲି ମଙ୍ଗଳବାର ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ସୂଚନା ଦେଇଛନ୍ତି । ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ
Read More...

ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଯଶୋଦା ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ଦକ୍ଷିଣ ଫାଉଣ୍ଡେସନ ପକ୍ଷରୁ ଦୁଇଦିନ ଧରି ଚାଲିଥିବା ସ୍ୱାସ୍ଥ୍ୟ ସଚେତନତା ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଓଡିଶା ସ୍ୱାସ୍ଥ୍ୟ ଅଭିଯାନ ଆବାହକ ଗୌରାଙ୍ଗ ଚରଣ ମହାପାତ୍ର ମୁଖ୍ୟ
Read More...

୧୯୯୨ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ଶୈବପୀଠ ପ୍ରାଙ୍ଗଣରେ ସୁବଳୟା ଗୋପାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୨ ମାଟ୍ରିକ ବ୍ୟାଚ୍‌ର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନୋଜ କୁମାର
Read More...

ମା’ ଚାମୁଣ୍ଡା ହେଣ୍ଡବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ପୁରୁଷୋତ୍ତମପୁର ଚାମ୍ପିୟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କୁଶପଲ୍ଲୀରେ ୧୦ ଦିନ ଧରି ଚାଲିଥିବା ମା' ଚାମୁଣ୍ଡା ହେଣ୍ଡବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ତଥା ଫାଇନାଲ୍‌ ମ୍ୟାଚ୍‌ରେ ସାତୁଳୀ ଟିମ୍‌ ସହ ପୁରୁଷୋତ୍ତମପୁର ଟିମ୍‌ ମଧ୍ୟରେ
Read More...

ଦିଗଦର୍ଶନ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରଠାରେ ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଧେଶିକା ବିଜୟଲକ୍ଷ୍ମୀ ମହାକୁଡଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସହରସ୍ଥିତ ଭାରତୀ
Read More...

ଉତ୍କଳ ଦିବସ ପାଳନ ଅବସରରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଉତ୍କଳ ଦିବସ ପାଳନ ଅବସରରେ ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ପୋଇରାଶୀ ପଞ୍ଚାୟତର ତାରିଣୀ ପଲ୍ଲୀ ପଥର କୁଆଁରୀ ଖେଳ ପଡିଆ ପରିସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ପରସ୍ପର ମଧ୍ୟରେ ପ୍ରେମ, ଏକତା ଓ
Read More...