Browsing Tag

ganjam news

ଅନ୍ତେଷ୍ଟି କ୍ରିୟା କାର୍ଯ୍ୟରେ ଗ୍ରାମବାସୀଙ୍କ ବାରଣ ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଅନ୍ତେଷ୍ଟି କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜୈନେକ ମହିଳାଙ୍କୁ କିଛି ଗ୍ରାମବାସୀ ବାରଣ କରି ତାଙ୍କ ପରିବାରକୁ ଗ୍ରାମରେ ବାଛନ୍ଦ ହୋଇଛି ତମେ ଗ୍ରାମକୁ ଆସିପାରିବ ନାହିଁ ବୋଲି
Read More...

ଓଜେୟୁ ରାଜ୍ୟ ମହିଳା ଆବାହକ ସୁଶ୍ରୀ ବିଜୟାଲକ୍ଷ୍ମୀଙ୍କ ନିଆରା ପ୍ରୟାସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଜେୟୁ ରାଜ୍ୟ ମହିଳା ଆବାହକ ତଥା ମାଧ୍ୟମ ଅନୁଷ୍ଠାନର ସଂଯୋଜିକା ସୁଶ୍ରୀ ବିଜୟାଲକ୍ଷ୍ମୀ ମହାଙ୍କୁଡ଼ଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପବିତ୍ର ସାବିତ୍ରୀ ବ୍ରତ ଉପହାର ନେଇ ବ୍ରହ୍ମପୁର ଜେଲ୍‌ରେ ଉପସ୍ଥିତ ରହି ମହିଳା କଏଦୀମାନଙ୍କୁ ସାବିତ୍ରୀ
Read More...

ଗୁଡ଼ିବନ୍ଧରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ହାଟ ନିକଟରେ ଥିବା ଗୁଡ଼ିବନ୍ଧରୁ ଜୈନେକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ହେଲେ ହୁମ୍ମା ଗ୍ରାମ ନୂଆସାହିର ସୁଦର୍ଶନ ପ୍ରଧାନ(୩୫) । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ
Read More...

ବିଧାୟକଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ୟୁଡ଼ିଏସପୁର ପଂଚାୟତ ଗସ୍ତ କରି ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହି ପଞ୍ଚାୟତର ଖଟିଆ ରାମଚନ୍ଦ୍ରପୁର ଗ୍ରାମଠାରେ ୫ଟି
Read More...

ପାଣି ପାଇଁ ମହିଳାଙ୍କ ପ୍ରତିବାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ବଜାର ଗୌଡ଼ ସାହିର ମହିଳାମାନେ ହାଣ୍ଡି ମାଠିଆ ଧରି ପାଣି ପାଇଁ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଭୀଷଣ ଗରମ ତା' ସାଙ୍ଗକୁ ଗୁଳୁଗୁଳି । ଖରା ବେଳେ
Read More...

ହୃଦ୍‌ଘାତରେ ପୂର୍ବତନ ଛାତ୍ର ସଂସଦ ସଭାପତିଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଶିଷ୍ଟ ସାମାଜିକ କର୍ମୀ ଅଜୟ ବିଶ୍ୱାଳଙ୍କ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସେ ହେଉଛନ୍ତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବିଜୟ
Read More...

ପଥର ଛେଚି ମହିଳାଙ୍କୁ ହତ୍ୟା ଘଟଣା : ଜଣେ ଅଟକ, ତଦନ୍ତ ଜାରି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ରମ୍ଭା ଥାନା ପୋଲିସ ଅଟକ ରଖି ପଚରାଉଚରା କରିବା
Read More...

ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ କଳସ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅଧୀନସ୍ଥ ଦାମୋଦରପୁର ଗ୍ରାମରେ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶନିବାର ଦିନ ସହ ସହ ଶ୍ରଦ୍ଧାଳୁ ଭକ୍ତଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାଗା ପଣ୍ଡା ଓ ଉମାକାନ୍ତ ତ୍ରିପାଠୀ ଯୋଗଦେଇ
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ
Read More...

ସିଲ ହେଲା ଗଣେଶ ମିଠା ଦୋକାନ : ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବଡ ବଜାର ବିନୋଦ ପାଢ଼ୀଙ୍କ ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକଙ୍କ ମିଠା ଦୋକାନକୁ ବୁଧବାର ଜିଲ୍ଲା ପୋଲିସ ପ୍ରଶାସନ ସିଲ କରିଥିବା ଜଣାପଡିଛି । ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ଦୋକାନ ଘର ଉଠିବାକୁ ନେଇ
Read More...