Browsing Tag

ganjam news

ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତିଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ସ୍ୱେଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ତଥା ଗ୍ରାସୀମ କମ୍ପାନୀର ସିନିଅର ଟେକ୍ନିକାଲ ଆସୋସିଏଟ୍‌ ବସନ୍ତ କୁମାର ସାହୁଙ୍କ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବ୍ରେନ ଷ୍ଟ୍ରୋକରେ ଅକାଳ
Read More...

ରାକ୍ଷୀ ଦେଇଗଲା ଆଖିରେ ଲୁହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା ) : ରାକ୍ଷୀ ଦେଇଗଲା ଆଖିରେ ଲୁହ । ରାକ୍ଷୀ ବାନ୍ଧିବାକୁ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଭଉଣୀଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତ କଣ୍ଟିୟାଗଡ ଗ୍ରାମରେ । ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର
Read More...

ସ୍ୱାୟତ୍ତ ଶାସନ ଦିବସରେ ନୃତ୍ୟର ତାଳେ ତାଳେ ମନ ମୋହିଲେ ଛାତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଦିବସ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ନିର୍ଦ୍ଦେଶକ ରାମଚନ୍ଦ୍ର
Read More...

ଗଞ୍ଜାମ ପ୍ରେସ୍ କ୍ରିକେଟ ଏକାଦାଶ ଚମ୍ପିୟାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗଞ୍ଜାମ ଏନଏସି ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ସହର ସ୍ଥିତ ଭାରାତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଆୟୋଜିତ ହୋଇଯାଇଛି । ୪ ଗୋଟି ଟିମକୁ ନେଇ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା ।
Read More...

ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଗଞ୍ଜାମ ଏନ୍‌ଏସି ଗସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟାଙ୍କ ଗଞ୍ଜାମ ଏନ୍‌ଏସି ଗସ୍ତ କରିଥିବା ଜଣାପଡିଛି । ରାଜ୍ୟ ମୁକ୍ତା ଯୋଜନା ରାଜ୍ୟ ଉପଦେଷ୍ଟା ଇସ୍ପିତା ସାହୁ ଗଞ୍ଜାମ ଏନ୍‌ଏସି ସଭାଗୃହଠାରେ ମୁକ୍ତା ଯୋଜନା ସମୀକ୍ଷା କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀ ମା'ମାନଙ୍କ ସହ
Read More...

ଶେଷ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଶ୍ରବଣ ମାସର ଶେଷ ସୋମବାରରେ ଶିବ ଲିଙ୍ଗରେ ଜଳାଅଭିଷେକ କରି ପୁଣ୍ୟପ୍ରାପ୍ତି ସକାଶେ ରବିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଘାଟରେ କାଉଡିଆଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆମାନେ ବିଭିନ୍ନ ଯାନ
Read More...

ପଥରରେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଶେଷ କୃତ୍ୟ ସମ୍ପନ୍ନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡି ଗ୍ରାମର ନାରାୟଣ ନାହାକ (୪୨) ଓ ମଧୁରଚୁଆ ଗ୍ରାମର ବିଷ୍ଣୁ ନାୟକ (୨୪)ଙ୍କ ପଥରରେ ଚାପି ହୋଇ ମୃତ୍ୟୁ ଘଟଣାକୁ ନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ଦୁଇ ଶ୍ରମଜୀବୀ ସମ୍ପର୍କରେ ମାମୁଁ ଭଣଜା ।
Read More...

ଗଞ୍ଜାମ ମନ୍ଦିର ଉନ୍ନତିକରଣ ପାଇଁ ଯୁବ ବିଜେଡି ପ୍ରତିନିଧି ଦଳ ଭେଟିବେ ୫ଟି ସଚିବଙ୍କୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଗୁଡିକ ଦୀର୍ଘ ବର୍ଷ ଧରି ଭଗ୍ନ ଅବସ୍ଥାରେ ରହିଅଛି । ମରାମତି ନ ହୋଇ ଅବହେଳିତ ହୋଇ ପଡ଼ିରହିଛି । ବିଶେଷ କରି ବଡ଼ ବଜାରଠାରେ ଥିବା ଜଗନ୍ନାଥ ମନ୍ଦିର
Read More...

ଗଞ୍ଜାମ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ବର୍ଷ ଅଗଷ୍ଟ ୩୧ରେ ସ୍ୱାୟତ୍ତ ଶାସନ ଦିବସ ଗଞ୍ଜାମ ଏନ୍‌ଏସିରେ ପାଳନ ହେବ କି ନାହିଁ ବୋଲି ଅନିଶ୍ଚିତା ଭିତରେ ଥିଲେ ଗଞ୍ଜାମବାସୀ । ଇଓଙ୍କ ନିଜସ୍ୱ ଉଦ୍ୟମ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ଏନ୍‌ଏସି ଇଓ ଅବିନାଶ ମିଶ୍ର ଜରୁରୀ ବୈଠକ ଡାକିବା ସହ
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଚମକିବ ଗଞ୍ଜାମ ମିନି ଷ୍ଟାଡିଅମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ୩୧ ଅଗଷ୍ଟ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆସନ୍ତା ୨୭ରେ ରବିବାର ଦିନ ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱଣ୍ଟି ଟ୍ୱଣ୍ଟି କ୍ରିକେଟ ମ୍ୟାଚ ପ୍ରଶାସନ ଏକାଦଶ ସହ ପ୍ରେସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ । ଏନ୍‌ଏସି ପ୍ରଶାସନ ଏହାର ଆୟୋଜନ କରିଥିବା
Read More...